‘ମୁଁ ପାକିସ୍ତାନର ବୋହୂ ହେବି’

ହ୍ୱାଟସ୍‌ଆପ୍‌ରେ ପାକିସ୍ତାନର ଗୁଇନ୍ଦା ଅଧିକାରୀଙ୍କ ସହ ଚାଟ୍‌ କରି ବର ଖୋଜି ଦେବାକୁ କହୁଥିଲେ ଜ୍ୟୋତି। ପାକିସ୍ତାନ ଆଇଏସଆଇ ଅଧିକାରୀ ଅଲ୍ଲି ହସନ୍‌ ସହ ରୀତିମତ ଚାଟ୍‌ କରୁଥିଲେ ଏହି ସୁନ୍ଦରୀ ଜାସୁସ୍‌।

‘ମୁଁ ପାକିସ୍ତାନର ବୋହୂ ହେବି’
Array