ମୁଁ ବନାଇଥିଲି ପାର୍ସଲ ବୋମା

‘ମୁଁ ବନାଇଥିଲି ପାର୍ସଲ ବୋମା’ ମୁଁ ବନାଇଥିଲି ପାର୍ସଲ ବୋମା । କେମିତି ଆଉ କାହିଁକି, ତାର ଡେମୋ ବି ଦେଖାଇଛି ଅଭିଯୁକ୍ତ । ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ତତକାଳୀନ କ୍ରାଇମବ୍ରାଂଚ ଆଇଜି ଅରୁଣ ବୋଥ୍ରାଙ୍କ ଆଗରେ ଦେଖାଇଛି ପାର୍ସଲ ବୋମା ତିଆରି କରିବାର ଡେମୋ । ଓଟିଭି ହାତରେ ଲାଗିଛି ସେହି ଏକ୍ସକ୍ଲୁସିଭ୍ ଭିଡିଓ । ଯେଉଁଥିରେ ଅଭିଯୁକ୍ତ କହୁଛି, ମୁଁ ଏମିତି ବନାଇଥିଲି ପାର୍ସଲବୋମା।

ମୁଁ ବନାଇଥିଲି ପାର୍ସଲ ବୋମା
Array