ମୁଁ ବି ଥିଲି ଯାତ୍ରା ମାଲିକ

ଯାତ୍ରା କଳାକାର, ମାଲିକ ଓ ମ୍ୟାନେଜରଙ୍କ ଭିତରେ ସମନ୍ବୟର ଅଭାବ ରହିଛି । କିଏ ବଡ଼ କି କିଏ ସାନ ନୁହଁନ୍ତି । ଯାତ୍ରାରେ ଦେଖାଦେଇଥିବା ବିବାଦ ସାଧାରଣ ନୁହଁ । ଏହି ବିବାଦ ଦୁଷ୍ଟ ପଣ ବୋଲି ଭାବିବା ଉଚିତ ।

ମୁଁ ବି ଥିଲି ଯାତ୍ରା ମାଲିକ
Array