‘ମୁଁ ରୋହିତ ଶର୍ମାକୁ ଟିମ ଇଣ୍ଡିଆର ଅଧିନାୟକ କରିଛି’
ନୂଆଦିଲ୍ଲୀ,୨୯।୨: ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଦାବି କରିଛନ୍ତି ଯେ, ସେ ରୋହିତ ଶର୍ମାଙ୍କୁ ଟିମ ଇଣ୍ଡିଆର ଅଧିନାୟକ କରିଛନ୍ତି। ଗାଙ୍ଗୁଲି କହିଛନ୍ତି, ତାଙ୍କ ପାଇଁ ରୋହିତ ଶର୍ମା ଟିମ ଇଣ୍ଡିଆର ଅଧିନାୟକ ହୋଇଛନ୍ତି। ୨୦୨୧ରେ ରୋହିତ ଶର୍ମାଙ୍କୁ ବିରାଟ କୋହଲିଙ୍କ ସ୍ଥାନରେ ସୀମିତ ଓଭର ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ କରାଯାଇଥିଲା। ଜାନୁଆରୀ ୨୦୨୨ରେ ବିରାଟ କୋହଲି ଟେଷ୍ଟ ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ। ଏହା ପରେ ରୋହିତ ଶର୍ମା […] The post ‘ମୁଁ ରୋହିତ ଶର୍ମାକୁ ଟିମ ଇଣ୍ଡିଆର ଅଧିନାୟକ କରିଛି’ appeared first on Dharitri Odia News.
ନୂଆଦିଲ୍ଲୀ,୨୯।୨: ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଦାବି କରିଛନ୍ତି ଯେ, ସେ ରୋହିତ ଶର୍ମାଙ୍କୁ ଟିମ ଇଣ୍ଡିଆର ଅଧିନାୟକ କରିଛନ୍ତି। ଗାଙ୍ଗୁଲି କହିଛନ୍ତି, ତାଙ୍କ ପାଇଁ ରୋହିତ ଶର୍ମା ଟିମ ଇଣ୍ଡିଆର ଅଧିନାୟକ ହୋଇଛନ୍ତି। ୨୦୨୧ରେ ରୋହିତ ଶର୍ମାଙ୍କୁ ବିରାଟ କୋହଲିଙ୍କ ସ୍ଥାନରେ ସୀମିତ ଓଭର ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ କରାଯାଇଥିଲା। ଜାନୁଆରୀ ୨୦୨୨ରେ ବିରାଟ କୋହଲି ଟେଷ୍ଟ ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ। ଏହା ପରେ ରୋହିତ ଶର୍ମା ସମସ୍ତ ତିନୋଟି ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକତ୍ୱ କରୁଛନ୍ତି।
ଯେତେବେଳେ ରୋହିତ ଟିମ ଇଣ୍ଡିଆର ଅଧିନାୟକ ଭାବରେ ନିଯୁକ୍ତ ହୋଇଥିଲେ, ସେତେବେଳେ ସୌରଭ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ଥିଲେ। ରୋହିତଙ୍କ ସଫଳତାରେ ଗାଙ୍ଗୁଲି ଆଦୌ ଆଶ୍ଚର୍ଯ୍ୟ ନୁହଁନ୍ତି। ଗାଙ୍ଗୁଲି କହିଛନ୍ତି, ମୁଁ ରୋହିତଙ୍କୁ ଟିମ ଇଣ୍ଡିଆର ଅଧିନାୟକ କରିଛି। ମୁଁ ରୋହିତଙ୍କ ପ୍ରତିଭା ଦେଖିଛି। ରୋହିତ ଶର୍ମାଙ୍କ ସଫଳତା ଦେଖି ମୁଁ ଆଦୌ ଆଶ୍ଚର୍ଯ୍ୟ ନୁହେଁ
The post ‘ମୁଁ ରୋହିତ ଶର୍ମାକୁ ଟିମ ଇଣ୍ଡିଆର ଅଧିନାୟକ କରିଛି’ appeared first on Dharitri Odia News.