ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ବଜାର ଏବେ ଭୂତକୋଠି

କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ଦୋକାନ ବଜାର ତିଆରି କଲେ। ହେଲେ ଏବେ ସେଠାରେ ଗ୍ରାହକ ତ ନାହାନ୍ତି, ଅଛି କେବଳ ମଦ ବୋତଲ ଆଉ ଗଛଲତା।

ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ବଜାର ଏବେ ଭୂତକୋଠି

ଧଉଳି ହସ୍ତଶିଳ୍ପ ବଜାରର ଅବସ୍ଥା ନ କହିଲେ ଭଲ। କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ଦୋକାନ ବଜାର ତିଆରି କଲେ। ହେଲେ ଏବେ ସେଠାରେ ଗ୍ରାହକ ତ ନାହାନ୍ତି, ଅଛି କେବଳ ମଦ ବୋତଲ ଆଉ ଗଛଲତା।