ମୁଖ୍ୟମନ୍ତ୍ରୀ ରେସ୍‌ରେ ଅଛନ୍ତି କି ସୁରେଶ?

୨୦୧୯ରେ ବରଗଡ଼ ଲୋକସଭା ଆସନରୁ ଜିତିଥିବା ସୁରେଶ ପୂଜାରୀ ଏଥର ବ୍ରଜରାଜନଗରରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ରେସ୍‌ରେ ଅଛନ୍ତି କି ସୁରେଶ?

ପ୍ରଥମ ଥର ପାଇଁ ଓଡ଼ିଶାରେ ଏକାକୀ ସରକାର ଗଠନ କରିବାକୁ ଯାଉଛି ବିଜେପି। ତେବେ, କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଲାଗିରହିଛି କଳ୍ପନାଜଳ୍ପନା। ଏହି ରେସରେ ସବୁଠୁ ଆଗରେ ରହିଛନ୍ତି, ବ୍ରଜରାଜନଗରର ନବନିର୍ବାଚିତ ବିଧାୟକ ସୁରେଶ ପୂଜାରୀ। ତେବେ ସୁରେଶ ପୂଜାରୀ ଏ ନେଇ କ’ଣ କହିଛନ୍ତି ଶୁଣନ୍ତୁ...