ମୁଖ୍ୟମନ୍ତ୍ରୀଙ୍କ କାରକେଡ ଅଟକାଇବା ଘଟଣା: ବଦଳିପାରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କାରକେଡ, ନିୟୋଜିତ ହେବେ…

ଭୁବନେଶ୍ୱର,୧୦।୭: ଗତକାଲି ରସୁଲଗଡ ଛକରେ ଘଟିଛି ହାଇଡ୍ରାମା। ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କାରକେଡ ପାସ୍‌ କରୁଥିବାବେଳେ ଅଚାନକ ଜଣେ ମହିଳା ପଶି ଆସି କାରକେଡକୁ ଅଟକାଇ ଦେଇଥିଲେ। ଯାହାପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ତେଣୁ ଆଲୋଚନା ହେଉଛି କି, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କାରକେଡ ବଦଳା ଯାଇପାରେ। ଗତକାଲିର ଘଟଣା ପରେ କମିଶନରେଟ ପୋଲିସ ଏନେଇ ବଡ଼ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ କାରକେଡରେ ମହିଳା […] The post ମୁଖ୍ୟମନ୍ତ୍ରୀଙ୍କ କାରକେଡ ଅଟକାଇବା ଘଟଣା: ବଦଳିପାରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କାରକେଡ, ନିୟୋଜିତ ହେବେ… appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କ କାରକେଡ ଅଟକାଇବା ଘଟଣା: ବଦଳିପାରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କାରକେଡ, ନିୟୋଜିତ ହେବେ…

ଭୁବନେଶ୍ୱର,୧୦।୭: ଗତକାଲି ରସୁଲଗଡ ଛକରେ ଘଟିଛି ହାଇଡ୍ରାମା। ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କାରକେଡ ପାସ୍‌ କରୁଥିବାବେଳେ ଅଚାନକ ଜଣେ ମହିଳା ପଶି ଆସି କାରକେଡକୁ ଅଟକାଇ ଦେଇଥିଲେ। ଯାହାପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ତେଣୁ ଆଲୋଚନା ହେଉଛି କି, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କାରକେଡ ବଦଳା ଯାଇପାରେ।

ଗତକାଲିର ଘଟଣା ପରେ କମିଶନରେଟ ପୋଲିସ ଏନେଇ ବଡ଼ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ କାରକେଡରେ ମହିଳା ପୋଲିସ ନିୟୋଜିତ କରିବାକୁ କୁହାଯାଇଛି।

The post ମୁଖ୍ୟମନ୍ତ୍ରୀଙ୍କ କାରକେଡ ଅଟକାଇବା ଘଟଣା: ବଦଳିପାରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କାରକେଡ, ନିୟୋଜିତ ହେବେ… appeared first on Dharitri Odia News.