ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି । ମୋହନ ମାଝୀଙ୍କୁ ଭେଟିଲେ ଗଜପତି ମହାରାଜା । ରଥଯାତ୍ରା ପୂର୍ବରୁ ମୂଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଗଜପତି । ରଥଯାତ୍ରା କିଭଳି ସୁରୁଖୁରୁରେ ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଗଜପତି ଓ ମୂଖ୍ୟମନ୍ତ୍ରୀଙ୍କ ସହ ଆଇନ ମନ୍ତ୍ରୀ ଆଲୋଚନାରେ ସାମିଲ ହୋଇଥିଲେ । The post ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି appeared first on KNews Odisha.

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି
mohan

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି । ମୋହନ ମାଝୀଙ୍କୁ ଭେଟିଲେ ଗଜପତି ମହାରାଜା । ରଥଯାତ୍ରା ପୂର୍ବରୁ ମୂଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଗଜପତି । ରଥଯାତ୍ରା କିଭଳି ସୁରୁଖୁରୁରେ ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଗଜପତି ଓ ମୂଖ୍ୟମନ୍ତ୍ରୀଙ୍କ ସହ ଆଇନ ମନ୍ତ୍ରୀ ଆଲୋଚନାରେ ସାମିଲ ହୋଇଥିଲେ ।

The post ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି appeared first on KNews Odisha.