ମୁଖ୍ୟମନ୍ତ୍ରୀଙ୍କୁ ହରାଇଥିବା ଲକ୍ଷ୍ମଣ ବାଗଙ୍କୁ ମିଳିଲା ମନ୍ତ୍ରୀପଦ!

ଭୁବନେଶ୍ୱର,୧୨।୬: ଆରମ୍ଭ ହେଲାଣି କାଉଣ୍ଟ ଡାଉନ । ଆଉ କିଛି ସମୟ ପରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ । ସେହିଭଳି ମନ୍ତ୍ରୀ ହେବାକୁ ଜଣେ ପରେ ଜଣେ ବିଧାୟକଙ୍କ ପାଖକୁ ଯାଉଛି ଫୋନ କଲ । ମିଳିଥିବା ସୂଚନା ଅନୁସାରେ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଫୋନ କଲ ଯାଇଛି। The post ମୁଖ୍ୟମନ୍ତ୍ରୀଙ୍କୁ ହରାଇଥିବା ଲକ୍ଷ୍ମଣ ବାଗଙ୍କୁ ମିଳିଲା ମନ୍ତ୍ରୀପଦ! appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କୁ ହରାଇଥିବା ଲକ୍ଷ୍ମଣ ବାଗଙ୍କୁ ମିଳିଲା ମନ୍ତ୍ରୀପଦ!

ଭୁବନେଶ୍ୱର,୧୨।୬: ଆରମ୍ଭ ହେଲାଣି କାଉଣ୍ଟ ଡାଉନ । ଆଉ କିଛି ସମୟ ପରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ । ସେହିଭଳି ମନ୍ତ୍ରୀ ହେବାକୁ ଜଣେ ପରେ ଜଣେ ବିଧାୟକଙ୍କ ପାଖକୁ ଯାଉଛି ଫୋନ କଲ ।

ମିଳିଥିବା ସୂଚନା ଅନୁସାରେ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଫୋନ କଲ ଯାଇଛି।

The post ମୁଖ୍ୟମନ୍ତ୍ରୀଙ୍କୁ ହରାଇଥିବା ଲକ୍ଷ୍ମଣ ବାଗଙ୍କୁ ମିଳିଲା ମନ୍ତ୍ରୀପଦ! appeared first on Dharitri Odia News.