ମୁଙ୍ଗେରରୁ ଆଣୁଛନ୍ତି, ଓଡ଼ିଶାରେ ମଣିଷ ମାରୁଛନ୍ତି
ଆଉ ଛୁରୀ, କାତି କି ଖଣ୍ଡା ନୁହଁ । ଅପରାଧ ଆଉ ଅପରାଧୀଙ୍କ ପେଣ୍ଠସ୍ଥଳୀ ବିହାର ମୁଙ୍ଗେରରୁ ଆଣିଥିବା ମାଉଜରକୁ ମହାଅସ୍ତ୍ର ସଜାଇ ଓଡ଼ିଶାରେ ଖୁନୀ ଖେଳ ଖେଳୁଛନ୍ତି ଦୁର୍ବୃତ୍ତ । କାଲି ‘ଗ୍ୟାଙ୍ଗସ ଅଫ୍ ଗଞ୍ଜାମ’ ଧରାପଡ଼ିବା ପରେ ଫିଟିଛି ମାଉଜର ମିଷ୍ଟ୍ରି ।