ମୁଡକି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, କେହି ମୃତାହତ ହୋଇନଥିବା ସୂଚନା

ଭୁବନେଶ୍ୱର(କେନ୍ୟୁଜ୍‌) : ପଳାଶପଲ୍ଲୀ ପୁନମା ଗେଟ ନିକଟ ମୁଡକି ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ସୂଚନା । ଏନେଇ କାହାରି କୌଣସି କ୍ଷତି ଘଟି ନଥିବା ବେଳେ ନିଆଁକୁ ଆୟତ୍ତ କରାଯାଉଛି । ତେଲ କଡେ଼ଇ ରୁ ନିଆଁ ଲାଗିଥିବା ସୂଚନା। The post ମୁଡକି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, କେହି ମୃତାହତ ହୋଇନଥିବା ସୂଚନା appeared first on KNews Odisha.

ମୁଡକି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, କେହି ମୃତାହତ ହୋଇନଥିବା ସୂଚନା
fire 4

ଭୁବନେଶ୍ୱର(କେନ୍ୟୁଜ୍‌) : ପଳାଶପଲ୍ଲୀ ପୁନମା ଗେଟ ନିକଟ ମୁଡକି ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ସୂଚନା । ଏନେଇ କାହାରି କୌଣସି କ୍ଷତି ଘଟି ନଥିବା ବେଳେ ନିଆଁକୁ ଆୟତ୍ତ କରାଯାଉଛି । ତେଲ କଡେ଼ଇ ରୁ ନିଆଁ ଲାଗିଥିବା ସୂଚନା।

The post ମୁଡକି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, କେହି ମୃତାହତ ହୋଇନଥିବା ସୂଚନା appeared first on KNews Odisha.