ମୁଣ୍ଡଳୀ CISF ଟ୍ରେନିଂ ସେଣ୍ଟରରେ ପାସିଂ ଆଉଟ୍ ପରେଡ୍, ୯୨୨ ଜଣ ଯବାନ ଦେଶ ସେବା ପାଇଁ ହେଲେ ସମର୍ପିତ
କଟକ ୧୭।୦୮ : କଟକ ମୁଣ୍ଡଳୀ ସ୍ଥିତ CISF ଖାରବେଳ ଟ୍ରେନିଂ ସେଣ୍ଟରରେ ଦୀକ୍ଷାନ୍ତ ପରେଡ୍ । ଶନିବାର ଦିନ ଏହି ଦୀକ୍ଷାନ୍ତ ପରେଡ୍ ଅନୁଷ୍ଠିତ ହେବ । ଏହି ଅବସରରେ ୯୨୨ ଜଣ ସିଆଇଏସ୍ଏଫ୍ ଯବାନ ଆଜି ଦେଶ ସେବା ଉଦ୍ଦେଶ୍ୟରେ ନିଜକୁ ସମର୍ପିତ କରିଛନ୍ତି । ୪୩ ସପ୍ତାହ କଡ଼ା ପ୍ରଶିକ୍ଷଣ ପରେ ଶନିବାର ଦିନ ୯ଶହ ୨୨ ଜଣ ଯବାନଙ୍କ ପାସିଂ ଆଉଟ୍ ପରେଡ୍ରେ ସାମିଲ ହୋଇଛନ୍ତି । ଏହି ଦୀକ୍ଷାନ୍ତ ପରେଡ୍ରେ ସିଆଇଏସ୍ଏଫ ଡିଆଇଜି ଶିଖର ସହାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।