ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସି ଖବର: ଦଳକୁ ଫେରିଲେ ଏହି ବିସ୍ଫୋରକ ଖେଳାଳି
ମୁମ୍ବାଇ,୭।୩: ମୁମ୍ବାଇ ବିପକ୍ଷମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି। ରସିଖ ଦାର ସଲାମଙ୍କ ସ୍ଥାନରେ ଲଲିତ ଯାଦବ ଏବଂ ଆହତ ମିଚେଲ ମାର୍ଶଙ୍କ ସ୍ଥାନରେ ଜୟ ରିଚାର୍ଡସନ ପ୍ଲେଇଙ୍ଗ୍-୧୧ରେ ପ୍ରବେଶ କରିଛନ୍ତି। ମୁମ୍ବାଇରେ ଚାରିଜଣ ବିଦେଶୀ ଖେଳାଳି ଅଛନ୍ତି – ଟିମ ଡେଭିଡ, ଜେରାଲ୍ଡ କୋଟ୍ସ, ମହମ୍ମଦ ନାବି ଏବଂ ରୋମରିଆ ଶେଖର। ସୂର୍ଯ୍ୟକୁମାର ଯାଦବ ଫେରିଛନ୍ତି। […] The post ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସି ଖବର: ଦଳକୁ ଫେରିଲେ ଏହି ବିସ୍ଫୋରକ ଖେଳାଳି appeared first on Dharitri Odia News.
ମୁମ୍ବାଇ,୭।୩: ମୁମ୍ବାଇ ବିପକ୍ଷମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି। ରସିଖ ଦାର ସଲାମଙ୍କ ସ୍ଥାନରେ ଲଲିତ ଯାଦବ ଏବଂ ଆହତ ମିଚେଲ ମାର୍ଶଙ୍କ ସ୍ଥାନରେ ଜୟ ରିଚାର୍ଡସନ ପ୍ଲେଇଙ୍ଗ୍-୧୧ରେ ପ୍ରବେଶ କରିଛନ୍ତି। ମୁମ୍ବାଇରେ ଚାରିଜଣ ବିଦେଶୀ ଖେଳାଳି ଅଛନ୍ତି – ଟିମ ଡେଭିଡ, ଜେରାଲ୍ଡ କୋଟ୍ସ, ମହମ୍ମଦ ନାବି ଏବଂ ରୋମରିଆ ଶେଖର। ସୂର୍ଯ୍ୟକୁମାର ଯାଦବ ଫେରିଛନ୍ତି। ସେ ନମାନ ଧୀରଙ୍କ ସ୍ଥାନରେ ଦଳକୁ ଆସିଛନ୍ତି। ଏଥି ସହିତ, ନବିଙ୍କୁ ଡିୱାଲ୍ଡ ବ୍ରେଭିସଙ୍କ ସ୍ଥାନରେ ଏବଂ ଶେଫର୍ଡଙ୍କୁ ମଫାକାଙ୍କ ସ୍ଥାନରେ ପ୍ଲେଇଙ୍ଗ୍-୧୧ରେ ଅନ୍ତର୍ଭୁକ୍ତ କରାଯାଇଛି।
The post ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସି ଖବର: ଦଳକୁ ଫେରିଲେ ଏହି ବିସ୍ଫୋରକ ଖେଳାଳି appeared first on Dharitri Odia News.