ମୁମ୍ଵାଇ ଦହି ହାଣ୍ଡି ଉତ୍ସବରେ ଅଘଟଣ, ୧୦୬ ଆହତ
ନୂଆଦିଲ୍ଲୀ ୨୮।୦୮: ଜନ୍ମାଷ୍ଟମୀ ପରେ ମହାରାଷ୍ଟ୍ରର ଅନେକ ସ୍ଥାନରେ ଦାହି ହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ଗୋବିନ୍ଦଙ୍କ ଦଳ ଏକ ବଡ ପିରାମିଡ୍ ନିର୍ମାଣ କରି ଦହି ହାଣ୍ଡି ଭାଙ୍ଗିବାକୁ ଚେଷ୍ଟା କରନ୍ତି । ଏଥିପାଇଁ ମଙ୍ଗଳବାର (୨୮ ଅଗଷ୍ଟ) ମୁମ୍ବାଇରେ ଦହି ହାଣ୍ଡି ପର୍ବ ପାଳନ କରାଯାଇଥିଲା। ପିରାମିଡ୍ ଭଳି ତିଆରି କରିବା ସମୟରେ ୧୦୬ ଗୋବିନ୍ଦ ଆହତ ହୋଇଥିଲେ । ତୁରନ୍ତ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।#WATCH महाराष्ट्र: मुंबई में दही हांडी उत्सव मनाया गया।वीडियो दादर इलाके से है। #KrishnaJanmashtami pic.twitter.com/g8dwSLbYAM— ANI_HindiNews (@AHindinews) August 27, 2024ଅଧିକାରୀଙ୍କ କହିବାନୁସାରେ, ମୁମ୍ବାଇରେ ଚାଲିଥିବା 'ଦହି ହାଣ୍ଡି' ମହୋତ୍ସବରେ ୧୦୦ ରୁ ଅଧିକ 'ଗୋବିନ୍ଦ' ଟିମ୍ ବା ଯୁବକ ଆହତ ହୋଇଥିଲେ, ସମସ୍ତଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାତି ୯ ଟାରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ସମ୍ପର୍କରେ ମ୍ୟୁନିସିପାଲିଟି କର୍ପୋରେସନ୍ ଅଧିକାରୀ କହିଛନ୍ତି ଯେ ୧୦୬ଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ୧୭ ଜଣ OPD ରେ ଚିକିତ୍ସିତ ହୋଇଥିଲେ । ଅନ୍ୟ ୭୪ ଜଣଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି।ଏନେଇ ଅଧିକାରୀ କହିଛନ୍ତି ଯେ ଦହି ହାଣ୍ଡି ସମୟରେ ଅନେକ ଗୋବିନ୍ଦା ଗୋଷ୍ଠୀ ବ୍ୟାନର
ନୂଆଦିଲ୍ଲୀ ୨୮।୦୮: ଜନ୍ମାଷ୍ଟମୀ ପରେ ମହାରାଷ୍ଟ୍ରର ଅନେକ ସ୍ଥାନରେ ଦାହି ହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ଗୋବିନ୍ଦଙ୍କ ଦଳ ଏକ ବଡ ପିରାମିଡ୍ ନିର୍ମାଣ କରି ଦହି ହାଣ୍ଡି ଭାଙ୍ଗିବାକୁ ଚେଷ୍ଟା କରନ୍ତି । ଏଥିପାଇଁ ମଙ୍ଗଳବାର (୨୮ ଅଗଷ୍ଟ) ମୁମ୍ବାଇରେ ଦହି ହାଣ୍ଡି ପର୍ବ ପାଳନ କରାଯାଇଥିଲା। ପିରାମିଡ୍ ଭଳି ତିଆରି କରିବା ସମୟରେ ୧୦୬ ଗୋବିନ୍ଦ ଆହତ ହୋଇଥିଲେ । ତୁରନ୍ତ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
#WATCH महाराष्ट्र: मुंबई में दही हांडी उत्सव मनाया गया।
वीडियो दादर इलाके से है। #KrishnaJanmashtami pic.twitter.com/g8dwSLbYAM— ANI_HindiNews (@AHindinews) August 27, 2024
ଅଧିକାରୀଙ୍କ କହିବାନୁସାରେ, ମୁମ୍ବାଇରେ ଚାଲିଥିବା 'ଦହି ହାଣ୍ଡି' ମହୋତ୍ସବରେ ୧୦୦ ରୁ ଅଧିକ 'ଗୋବିନ୍ଦ' ଟିମ୍ ବା ଯୁବକ ଆହତ ହୋଇଥିଲେ, ସମସ୍ତଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାତି ୯ ଟାରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ସମ୍ପର୍କରେ ମ୍ୟୁନିସିପାଲିଟି କର୍ପୋରେସନ୍ ଅଧିକାରୀ କହିଛନ୍ତି ଯେ ୧୦୬ଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ୧୭ ଜଣ OPD ରେ ଚିକିତ୍ସିତ ହୋଇଥିଲେ । ଅନ୍ୟ ୭୪ ଜଣଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି।
ଏନେଇ ଅଧିକାରୀ କହିଛନ୍ତି ଯେ ଦହି ହାଣ୍ଡି ସମୟରେ ଅନେକ ଗୋବିନ୍ଦା ଗୋଷ୍ଠୀ ବ୍ୟାନର ଏବଂ ପୋଷ୍ଟର ମାଧ୍ୟମରେ ସାମାଜିକ ବାର୍ତ୍ତା ପ୍ରଦର୍ଶନ କରିଥିଲେ। ଏଥି ସହ ମହାରାଷ୍ଟ୍ର ତଥା ଅନ୍ୟାନ୍ୟ ସ୍ଥାନରେ ଘଟିଥିବା ଯୌନ ଉତ୍ପୀଡ଼ନ ଘଟଣାକୁ ନେଇ ଅନେକ ଗୋଷ୍ଠୀ ବିରୋଧ କରିଥିଲେ।