ମୁହଁ ଖୋଲିଲେ ଦାମଙ୍କ ପୁଅ ସମ୍ବିତ, ହାରିବା ନେଇ କହିଲେ ଏହି ବଡ଼ କଥା

ଭୁବନେଶ୍ୱର,୭ା୭: ପାରାଦୀପର ପୂର୍ବତନ ବିଧାୟକ ତଥା ବିଜେଡି ନେତା ସମ୍ବିତ ରାଉତରାୟ ନିର୍ବାଚନର ମାସକ ପରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ନବୀନ ହାରିନାହାନ୍ତି, ତାଙ୍କୁ ସୁଚିନ୍ତିତ ଭାବେ ହରାଇ ଦିଆଯାଇଛି। ‘ଢୋଲ ଭିତରେ ମୂଷା ରହିଲେ, ମୂଷା କିଏ ଆପଣ ଜାଣିଥିବେ ବୋଲି ସେ ଖବରଦାତାମାନଙ୍କୁ କହିଛନ୍ତି। ଆଜି ନ ହେଲେ କାଲି ସେ ମୂଷା କଢ଼ା ହେବେ ବୋଲି ସମ୍ବିତ କହିଛନ୍ତି। ସେ କହିଛନ୍ତି, ସରକାର ବହୁତ କାମ କରିଛନ୍ତି, ତଥାପି ଲୋକ ଆମକୁ […] The post ମୁହଁ ଖୋଲିଲେ ଦାମଙ୍କ ପୁଅ ସମ୍ବିତ, ହାରିବା ନେଇ କହିଲେ ଏହି ବଡ଼ କଥା appeared first on Dharitri Odia News.

ମୁହଁ ଖୋଲିଲେ ଦାମଙ୍କ ପୁଅ ସମ୍ବିତ, ହାରିବା ନେଇ କହିଲେ ଏହି ବଡ଼ କଥା

ଭୁବନେଶ୍ୱର,୭ା୭: ପାରାଦୀପର ପୂର୍ବତନ ବିଧାୟକ ତଥା ବିଜେଡି ନେତା ସମ୍ବିତ ରାଉତରାୟ ନିର୍ବାଚନର ମାସକ ପରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ନବୀନ ହାରିନାହାନ୍ତି, ତାଙ୍କୁ ସୁଚିନ୍ତିତ ଭାବେ ହରାଇ ଦିଆଯାଇଛି।
‘ଢୋଲ ଭିତରେ ମୂଷା ରହିଲେ, ମୂଷା କିଏ ଆପଣ ଜାଣିଥିବେ ବୋଲି ସେ ଖବରଦାତାମାନଙ୍କୁ କହିଛନ୍ତି। ଆଜି ନ ହେଲେ କାଲି ସେ ମୂଷା କଢ଼ା ହେବେ ବୋଲି ସମ୍ବିତ କହିଛନ୍ତି। ସେ କହିଛନ୍ତି, ସରକାର ବହୁତ କାମ କରିଛନ୍ତି, ତଥାପି ଲୋକ ଆମକୁ ହରାଇଦେଲେ। ହାରିବାର ଅନେକ କାରଣ ରହିଛି। ହାରିବା କାରଣ ପାଣ୍ଡିଆନ କି ବୋଲି ପ୍ରଶ୍ନରେ ସମ୍ବିତ କହିଛନ୍ତି ହୋଇଥାଇପାରେ। ତେବେ ସମ୍ବିତଙ୍କ ଏହି ବୟାନକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ହେଉଛି।

The post ମୁହଁ ଖୋଲିଲେ ଦାମଙ୍କ ପୁଅ ସମ୍ବିତ, ହାରିବା ନେଇ କହିଲେ ଏହି ବଡ଼ କଥା appeared first on Dharitri Odia News.