ମେ ୧୦ରେ ମଙ୍ଗଳଙ୍କ ରାଶିକୁ ପ୍ରବେଶ କରିବେ ବୁଧ, ଏହି ରାଶିଙ୍କ ବଢିବ ବ୍ୟାଙ୍କ ବାଲାନ୍ସ

ଗ୍ରହଙ୍କ ସେନାପତି ହେଉଛନ୍ତି ବୁଧ, ଯିଏ ଏବେ ମିନ ରାଶିରେ ଗୋଚର କରୁଛନ୍ତି। ଦୁଇ ଦିନ ପରେ ମଙ୍ଗଳଙ୍କ ରାଶି ମେଷକୁ ପ୍ରବେଶ କରିବେ ବୁଧ, ଯାହାର ପ୍ରଭାବ ସମସ୍ତ ୧୨ଟି ଜାକ ରାଶି ଉପରେ ପଡିବ। ମେ ୧୦ରେ ବୁଧ ଗୋଚର କରିବା ମାତ୍ରେ ସୂର୍ଯ୍ୟ ଓ ଶୁକ୍ରଙ୍କ ସହିତ ଯୁତି କରିବେ। ମେଷ ରାଶିରେ ବୁଧ ମେ ୩୦ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ତେବେ ଆସନ୍ତୁ ଜାଣିବା ବୁଧଙ୍କ ଗୋଚର କେଉଁ ରାଶିଙ୍କ ପାଇଁ ଲାଭଦାୟକ ହେବ। କର୍କଟ ରାଶି ମେଷ ରାଶିରେ ବୁଧଙ୍କ ରାଶି ପରିବର୍ତ୍ତନ କର୍କଟ ରାଶି ଲୋକଙ୍କ ନିମନ୍ତେ ଲାଭଦାୟୀ ସାବ୍ୟସ୍ତ ହେବେ। ଏଥିରୁ ସେମାନଙ୍କର ଆର୍ଥିକ ଲାଭ ମଧ୍ୟ ହେବ। ବ୍ୟବସାୟୀଙ୍କୁ ଭଲ ନିବେଶକ ମିଳିପାରନ୍ତି। ଲଭ-ଲାଇଫରେ ଅଳ୍ପବହୁତ ଉଠାପକା ହେବ, ଯାହାକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇ ପାରିବ। କ୍ୟାରିୟର ଲାଇଫରେ କୌଣସି ଟାସ୍କ ମିଳିପାରେ। ଯାହା ଆପଣଙ୍କ ଗ୍ରୋଥରେ ସହାୟକ ହେବ। ଧନୁରାଶିଧନୁରାଶି ଲୋକଙ୍କ ନିମନ୍ତେ ମେଷ ରାଶିରେ ବୁଧଙ୍କ ଗୋଚର ଶୁଭ ପରିଣାମ ଆଣିବ। ଆପଣଙ୍କ ଜୀବନରେ ପଜେଟିଭିଟି ରହିବ। ସ୍ୱାସ୍ଥ୍ୟ ଅଳ୍ପ ବହୁତ ପ୍ରଭାବିତ ହେବ। ଏଥି ପାଇଁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ। ଛାତ୍ରଛାତ୍ରୀଙ୍କୁ ଶୁଭ ଖବର ମିଳିପାରେ। ପରିବାର ସଦସ୍ୟଙ୍କ ସହିତ ବାହାରକୁ ବୁଲିବାକୁ ବି ଯାଇ ପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ। ମକର ରାଶିବୁଧଙ୍କ ଚାଲ ମକର ରାଶି ନିମନ୍ତେ ଶୁଭ ସାବ୍ୟସ୍ତ ହୋଇପାରେ। ବୁଧଙ

ମେ ୧୦ରେ ମଙ୍ଗଳଙ୍କ ରାଶିକୁ ପ୍ରବେଶ କରିବେ ବୁଧ, ଏହି ରାଶିଙ୍କ ବଢିବ ବ୍ୟାଙ୍କ ବାଲାନ୍ସ

ଗ୍ରହଙ୍କ ସେନାପତି ହେଉଛନ୍ତି ବୁଧ, ଯିଏ ଏବେ ମିନ ରାଶିରେ ଗୋଚର କରୁଛନ୍ତି। ଦୁଇ ଦିନ ପରେ ମଙ୍ଗଳଙ୍କ ରାଶି ମେଷକୁ ପ୍ରବେଶ କରିବେ ବୁଧ, ଯାହାର ପ୍ରଭାବ ସମସ୍ତ ୧୨ଟି ଜାକ ରାଶି ଉପରେ ପଡିବ। ମେ ୧୦ରେ ବୁଧ ଗୋଚର କରିବା ମାତ୍ରେ ସୂର୍ଯ୍ୟ ଓ ଶୁକ୍ରଙ୍କ ସହିତ ଯୁତି କରିବେ। ମେଷ ରାଶିରେ ବୁଧ ମେ ୩୦ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ତେବେ ଆସନ୍ତୁ ଜାଣିବା ବୁଧଙ୍କ ଗୋଚର କେଉଁ ରାଶିଙ୍କ ପାଇଁ ଲାଭଦାୟକ ହେବ। 

କର୍କଟ ରାଶି 
ମେଷ ରାଶିରେ ବୁଧଙ୍କ ରାଶି ପରିବର୍ତ୍ତନ କର୍କଟ ରାଶି ଲୋକଙ୍କ ନିମନ୍ତେ ଲାଭଦାୟୀ ସାବ୍ୟସ୍ତ ହେବେ। ଏଥିରୁ ସେମାନଙ୍କର ଆର୍ଥିକ ଲାଭ ମଧ୍ୟ ହେବ। ବ୍ୟବସାୟୀଙ୍କୁ ଭଲ ନିବେଶକ ମିଳିପାରନ୍ତି। ଲଭ-ଲାଇଫରେ ଅଳ୍ପବହୁତ ଉଠାପକା ହେବ, ଯାହାକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇ ପାରିବ। କ୍ୟାରିୟର ଲାଇଫରେ କୌଣସି ଟାସ୍କ ମିଳିପାରେ। ଯାହା ଆପଣଙ୍କ ଗ୍ରୋଥରେ ସହାୟକ ହେବ। 

ଧନୁରାଶି
ଧନୁରାଶି ଲୋକଙ୍କ ନିମନ୍ତେ ମେଷ ରାଶିରେ ବୁଧଙ୍କ ଗୋଚର ଶୁଭ ପରିଣାମ ଆଣିବ। ଆପଣଙ୍କ ଜୀବନରେ ପଜେଟିଭିଟି ରହିବ। ସ୍ୱାସ୍ଥ୍ୟ ଅଳ୍ପ ବହୁତ ପ୍ରଭାବିତ ହେବ। ଏଥି ପାଇଁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ। ଛାତ୍ରଛାତ୍ରୀଙ୍କୁ ଶୁଭ ଖବର ମିଳିପାରେ। ପରିବାର ସଦସ୍ୟଙ୍କ ସହିତ ବାହାରକୁ ବୁଲିବାକୁ ବି ଯାଇ ପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ। 

ମକର ରାଶି

ବୁଧଙ୍କ ଚାଲ ମକର ରାଶି ନିମନ୍ତେ ଶୁଭ ସାବ୍ୟସ୍ତ ହୋଇପାରେ। ବୁଧଙ୍କ ଶୁଭତ୍ୱ ହେତୁ ଅନେକ କାର୍ଯ୍ୟରେ ସଫଳତା ମିଳିବ। ସମାଜରେ ପଦ ପ୍ରତିଷ୍ଠା ବଢିବ। ଆର୍ଥିକ ମାମଲାରେ ବୁଝି ବିଚାରି ନିଷ୍ପତ୍ତି ନେବାକୁ ପଡିବ। ଏହି ସମୟରେ ଆପଣଙ୍କୁ ନିବେଶର ଅନେକ ସୁଯୋଗ ମଧ୍ୟ ମିଳିବ। 

 ବିଦ୍ର: ଏହି ଆଲେଖ୍ୟରେ ପ୍ରଦତ୍ତ ସୂଚନାକୁ ନେଇ ଏହା ସମ୍ପୂର୍ଣ୍ଣ ସତ୍ୟ ଓ ସଠିକ ଆମେ କହିପାରିବୁ ନାହିଁ। ବିସ୍ତୃତ ଓ ଅଧିକ ସୂଚନା ନିମନ୍ତେ ସମ୍ପର୍କିତ କ୍ଷେତ୍ରର ବିଶେଷଜ୍ଞଙ୍କ ସହ ପରାମର୍ଶ କରାଯାଇ ପାରେ।