ମେଗା ପାନୀୟଜଳ ପ୍ରକଳ୍ପ ଡମ୍ପିଂୟାର୍ଡରେ ଭୟାବହ ଅଗ୍ନିକାଣ୍ଡ

ମାହାଙ୍ଗା ୨୪।୧୨: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମଧୁପୁର ସ୍ଥିତ ମେଗା ପାନୀୟଜଳ ପ୍ରକଳ୍ପ ଡମ୍ପିଂୟାର୍ଡରେ ଭୟାବହ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ ପାଇପ ପୋଡି ନଷ୍ଟ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଦ୍ଵାରା ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛି ।You Can Read:ଅଦିନିଆ ବର୍ଷାରେ ଧାନ ଓଦା ହୋଇଥିବାରୁ ଶୁଖାଇବାକୁ ଚାଷୀଙ୍କୁ ସମୟ ଦିଆଯିବ : ଯୋଗାଣ ମନ୍ତ୍ରୀ

ମେଗା ପାନୀୟଜଳ ପ୍ରକଳ୍ପ ଡମ୍ପିଂୟାର୍ଡରେ ଭୟାବହ ଅଗ୍ନିକାଣ୍ଡ

ମାହାଙ୍ଗା ୨୪।୧୨: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମଧୁପୁର ସ୍ଥିତ ମେଗା ପାନୀୟଜଳ ପ୍ରକଳ୍ପ ଡମ୍ପିଂୟାର୍ଡରେ ଭୟାବହ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ ପାଇପ ପୋଡି ନଷ୍ଟ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଦ୍ଵାରା ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛି ।

You Can Read:

ଅଦିନିଆ ବର୍ଷାରେ ଧାନ ଓଦା ହୋଇଥିବାରୁ ଶୁଖାଇବାକୁ ଚାଷୀଙ୍କୁ ସମୟ ଦିଆଯିବ : ଯୋଗାଣ ମନ୍ତ୍ରୀ