ମେଟ୍ରୋ ଟନେଲ କାମ ବେଳେ ପାଟନାରେ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ସ୍ପଷ୍ଟ କଲେ ରାଜ୍ୟ ଶ୍ରମ ମନ୍ତ୍ରୀ

ଭୁବନେଶ୍ୱର,୨୯।୧୦: ବିହାର ପାଟନାରେ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଆହତ ହୋଇଛନ୍ତି। ମେଟ୍ରୋ ଟନେଲ କାମ ବେଳେ ଅଘଟଣ ଘଟି ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସ୍ପଷ୍ଟ କରିଛନ୍ତି। ମୃତକଙ୍କ ପାଇଁ କ୍ଷତିପୂରଣ ଓ ଆହତଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।   The post ମେଟ୍ରୋ ଟନେଲ କାମ ବେଳେ ପାଟନାରେ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ସ୍ପଷ୍ଟ କଲେ ରାଜ୍ୟ ଶ୍ରମ ମନ୍ତ୍ରୀ appeared first on Dharitri Odia News.

ମେଟ୍ରୋ ଟନେଲ କାମ ବେଳେ ପାଟନାରେ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ସ୍ପଷ୍ଟ କଲେ  ରାଜ୍ୟ ଶ୍ରମ ମନ୍ତ୍ରୀ

ଭୁବନେଶ୍ୱର,୨୯।୧୦: ବିହାର ପାଟନାରେ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଆହତ ହୋଇଛନ୍ତି। ମେଟ୍ରୋ ଟନେଲ କାମ ବେଳେ ଅଘଟଣ ଘଟି ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସ୍ପଷ୍ଟ କରିଛନ୍ତି। ମୃତକଙ୍କ ପାଇଁ କ୍ଷତିପୂରଣ ଓ ଆହତଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

 

The post ମେଟ୍ରୋ ଟନେଲ କାମ ବେଳେ ପାଟନାରେ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ସ୍ପଷ୍ଟ କଲେ ରାଜ୍ୟ ଶ୍ରମ ମନ୍ତ୍ରୀ appeared first on Dharitri Odia News.