ମେଡିକାଲ ଭିତରେ ଭାସିଲା ପାଣି, କାନ୍ଥ ଫଟେଇ ତଳେ ଗଳିଲା ପାଣି...ଶୋଇଥିବା ରୋଗୀଙ୍କୁ ଭସେଇ ନେଲା..
କୂତ୍ରିମ ବନ୍ୟାର ଅସ୍ତବ୍ୟସ୍ତ ହୋଇପଡିଛି ବାରିପଦା ସହର। ଘର ଓ ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି। ବାରିପଦା ସହର ସମେତ ସହର ଆଖ ପାଖ ଅଞ୍ଚଳରେ ରାସ୍ତା ଉପରେ ୩ ଫୁଟ ର ପାଣି ସୁଅ। Odisha...