ମେଣ୍ଟ ଚାହୁଁନାହାନ୍ତି ନେତା

ତୃଣ ମୂଳ ସ୍ତରର କର୍ମୀ ମଧ୍ୟ ଏକପ୍ରକାର ନିରାଶ। ବିଜେପି-ବିଜେଡି ମେଣ୍ଟକୁ ନେଇ କଥା ବଢୁଥିବା ବେଳେ ରାଜ୍ୟ ରାଜନୀତିରେ ଦେଖା ଦେଇଛି ଗରମାଗରମ ସ୍ଥିତି।

ମେଣ୍ଟ ଚାହୁଁନାହାନ୍ତି ନେତା

ସମୟ ଯେତିକି ବଢୁଛି ରାଜ୍ୟର ଉଭୟ ବିଜେଡି ଓ ବିଜେପି ନେତାଙ୍କ ଛାତି ଧଡଧଡ ହେଉଛି। ତୃଣ ମୂଳ ସ୍ତରର କର୍ମୀ ମଧ୍ୟ ଏକପ୍ରକାର ନିରାଶ। ବିଜେପି-ବିଜେଡି ମେଣ୍ଟକୁ ନେଇ କଥା ବଢୁଥିବା ବେଳେ ରାଜ୍ୟ ରାଜନୀତିରେ ଦେଖା ଦେଇଛି ଗରମାଗରମ ସ୍ଥିତି। ତେବେ ଏକମାତ୍ର ବିରୋଧି ଦଳ ଭାବରେ କଂଗ୍ରେସ ପାଖରେ ସୁଯୋଗ ଥିଲେ ବି ଦଳ କେତେ ଫାଇଦା ଉଠାଇପାରିବ। ନୂଆ ଆଞ୍ଚଳିକ ଦଳ ଗଠନର ସ୍ଥିତି ବି ରହିଛି। ତେବେ ଏ ତମାମ ପ୍ରସଙ୍ଗକୁ ନେଇ ଦେଖନ୍ତୁ ମନ୍ଥନ।