ମୈଥିଲୀ ଠାକୁରଙ୍କ ଗୀତ ଶେୟାର କରି ଭାବୁକ ହେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୦।୧: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶେଷ ରୀତିନୀତି କରୁଛନ୍ତି। ଅନେକ ରାମ ଭଜନ ଶେୟାର ପରେ ଶନିବାର ପ୍ରଧାନମନ୍ତ୍ରୀ ମା ଶବରୀ ପ୍ରସଙ୍ଗ ସହ ଜଡିତ ମୈଥିଲୀ ଠାକୁରଙ୍କ ଏକ ଗୀତ ଶେୟାର କରିଛନ୍ତି। ଏହି ଗୀତ ପାଇଁ ସେ ବିହାରର ମୈଥିଲୀ ଠାକୁରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟୁଇଟରର ଏକ ପୋଷ୍ଟରେ ଲେଖିଛନ୍ତି, ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଉତ୍ସବ […] The post ମୈଥିଲୀ ଠାକୁରଙ୍କ ଗୀତ ଶେୟାର କରି ଭାବୁକ ହେଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.
ନୂଆଦିଲ୍ଲୀ,୨୦।୧: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶେଷ ରୀତିନୀତି କରୁଛନ୍ତି। ଅନେକ ରାମ ଭଜନ ଶେୟାର ପରେ ଶନିବାର ପ୍ରଧାନମନ୍ତ୍ରୀ ମା ଶବରୀ ପ୍ରସଙ୍ଗ ସହ ଜଡିତ ମୈଥିଲୀ ଠାକୁରଙ୍କ ଏକ ଗୀତ ଶେୟାର କରିଛନ୍ତି। ଏହି ଗୀତ ପାଇଁ ସେ ବିହାରର ମୈଥିଲୀ ଠାକୁରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଟୁଇଟରର ଏକ ପୋଷ୍ଟରେ ଲେଖିଛନ୍ତି, ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ସାରା ଦେଶରେ ମୋର ପରିବାର ସଦସ୍ୟଙ୍କୁ ପ୍ରଭୁ ଶ୍ରୀ ରାମଙ୍କ ଜୀବନ ଏବଂ ଆଦର୍ଶ ସହ ଜଡିତ ପ୍ରତ୍ୟେକ ଘଟଣାକୁ ମନେ ପକାଉଛି। ଏହିପରି ଏକ ଭାବପ୍ରବଣ ଘଟଣା ଶବରୀ ସହ ଜଡିତ। ଶୁଣନ୍ତୁ ମୈଥିଲୀ ଠାକୁର ଜୀ ଏହାକୁ କିପରି ତାଙ୍କ ସୁମଧୁର ସ୍ବରରେ ଗାଇଛନ୍ତି।
अयोध्या में प्राण-प्रतिष्ठा का अवसर देशभर के मेरे परिवारजनों को प्रभु श्री राम के जीवन और आदर्शों से जुड़े एक-एक प्रसंग का स्मरण करा रहा है। ऐसा ही एक भावुक प्रसंग शबरी से जुड़ा है। सुनिए, मैथिली ठाकुर जी ने किस तरह से इसे अपने सुमधुर सुरों में पिरोया है।
— Narendra Modi (@narendramodi) January 20, 2024
The post ମୈଥିଲୀ ଠାକୁରଙ୍କ ଗୀତ ଶେୟାର କରି ଭାବୁକ ହେଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.