ମୋ ବସ୍ ଧକ୍କାରେ ଯୁବତୀ ଗୁରୁତର

ଦିନକୁ ଦିନ ‘ମୋ ବସ୍‌’ ଡ୍ରାଇଭରଙ୍କ ଉତ୍ପାତ୍ ବଢୁଥିବା ନେଇ ଅଭିଯୋଗ ଆସୁଛି ।

ମୋ ବସ୍ ଧକ୍କାରେ ଯୁବତୀ ଗୁରୁତର

ଯୁବତୀଙ୍କ ଉପରେ ମାଡ଼ିଗଲା ‘ମୋ ବସ୍‌’। ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଯୁବତୀଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଦେଖନ୍ତୁ ପୂରା ରିପୋର୍ଟ।