ମୋ ସୁନା ଝିଅ ପାଇଲଟ୍ ହେବ
ଟିକେ ଭାବିଲେ… ଜଣେ ମା’ର ଝିଅ ଯଦି ପାଇଲଟ୍ ହୋଇ ଆକାଶରେ ଉଡିବ... ତା’ ହେଲେ ସେ ମା’କୁ କେତେ ଗର୍ବ ଅନୁଭବ ହେବ । କାରଣ ତା’ ଝିଅ ପାଇଲଟ୍ ହେବ... ଆକାଶରେ ଉଡ଼ିବ... ଯୁଆଡେ ଚାହିଁବ ସିଆଡେ ଯିବ... ତା’ ନାଁ ରଖିବ ।