'ମୋତେ ଧମକ ଆସିଥିଲା'
ନିମାପଡାରୁ କାହିଁକି କଂଗ୍ରେସ ପ୍ରାର୍ଥୀ ହେଲେ ସିଦ୍ଧାର୍ଥ ରାଉତରାୟ ସବୁ ଗୁମର ଖୋଲି କହିଦେଲେ ସିଦ୍ଧାର୍ଥ।
ବିଶ୍ୱର ୭ଟି ଶୃଙ୍ଗ ଚଢ଼ି ସାହାସିକତା ଦେଖାଇଥିବା ତଥା ଜଣେ ସଫଳ ମ୍ୟାନେଜମେଣ୍ଟ ଗୁରୁ ସିଦ୍ଧାର୍ଥ ରାଉତରାୟ କେଉଁଠୁ ଲଢ଼ିବେ, ସେ ନେଇ କାହିଁକି ବୟାନ ବଦଳାଉଥିଲେ ? ଆଉ ସେ କାହିଁକି ଲିଫଲେଟରୁ ବାପା ସୁର ରାଉତରାୟଙ୍କ ଫଟୋ ହଟାଇଲେ? ଶୁଣନ୍ତୁ ଏନେଇ ସିଦ୍ଧାର୍ଥ ରାଉତରାୟ କ'ଣ କହିଛନ୍ତି ଶୁଣନ୍ତୁ ..