ମୋଦି କ୍ୟାବିନେଟରୁ ଇସ୍ତଫା ଦେଲେ ପଶୁପତି ପାରସ, କହିଲେ ଆମ ସହ ଅନ୍ୟାୟ ହୋଇଛି
ନୂଆଦିଲ୍ଲୀ,୧୯।୩: ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ରେ ଆସନ ଭାଗବଣ୍ଟାରେ ଅସନ୍ତୋଷ ଥିବା ଜନ ଜନଶକ୍ତି ପାର୍ଟି (ଏଲଜେପି) ଅଧ୍ୟକ୍ଷ ପଶୁପତି ପାରସ ମୋଦି କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ସେ ଇସ୍ତଫା ଘୋଷଣା କରିଛନ୍ତି। ପାରସ କହିଛନ୍ତି ଯେ ବ୍ୟକ୍ତିଗତ ଭାବେ ଆମ ପ୍ରତି ଅନ୍ୟାୟ କରାଯାଇଛି। ପଶୁପତି କହିଛନ୍ତି, ମୁଁ ଉତ୍ସର୍ଗୀକୃତ ଏବଂ ବିଶ୍ୱସ୍ତତା ସହିତ ଏନଡିଏର ସେବା କଲି, କିନ୍ତୁ ବ୍ୟକ୍ତିଗତ ଭାବେ ମୋ ପ୍ରତି ଅନ୍ୟାୟ କରାଯାଇଛି। ଆଜି ବି ମୁଁ […] The post ମୋଦି କ୍ୟାବିନେଟରୁ ଇସ୍ତଫା ଦେଲେ ପଶୁପତି ପାରସ, କହିଲେ ଆମ ସହ ଅନ୍ୟାୟ ହୋଇଛି appeared first on Dharitri Odia News.
ନୂଆଦିଲ୍ଲୀ,୧୯।୩: ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ରେ ଆସନ ଭାଗବଣ୍ଟାରେ ଅସନ୍ତୋଷ ଥିବା ଜନ ଜନଶକ୍ତି ପାର୍ଟି (ଏଲଜେପି) ଅଧ୍ୟକ୍ଷ ପଶୁପତି ପାରସ ମୋଦି କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ସେ ଇସ୍ତଫା ଘୋଷଣା କରିଛନ୍ତି। ପାରସ କହିଛନ୍ତି ଯେ ବ୍ୟକ୍ତିଗତ ଭାବେ ଆମ ପ୍ରତି ଅନ୍ୟାୟ କରାଯାଇଛି।
ପଶୁପତି କହିଛନ୍ତି, ମୁଁ ଉତ୍ସର୍ଗୀକୃତ ଏବଂ ବିଶ୍ୱସ୍ତତା ସହିତ ଏନଡିଏର ସେବା କଲି, କିନ୍ତୁ ବ୍ୟକ୍ତିଗତ ଭାବେ ମୋ ପ୍ରତି ଅନ୍ୟାୟ କରାଯାଇଛି। ଆଜି ବି ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଉଛି।
ଆରଜେଡି ସହ କଥାବାର୍ତ୍ତା କରି ପାରସ କହିଛନ୍ତି, ଯେତିକି କହିବାର ଥିଲା ସେତିକି କହିଦେଇଛି। ଆମ ଦଳର ବରିଷ୍ଠ କର୍ମୀଙ୍କ ସହ ବସି ଭବିଷ୍ୟତ ରାଜନୀତି ସ୍ଥିର କରିବୁ।
The post ମୋଦି କ୍ୟାବିନେଟରୁ ଇସ୍ତଫା ଦେଲେ ପଶୁପତି ପାରସ, କହିଲେ ଆମ ସହ ଅନ୍ୟାୟ ହୋଇଛି appeared first on Dharitri Odia News.