ମୋଦି ହିନ୍ଦୁ ନୁହନ୍ତି, ଏମିତି କହି ପୁରୁଣା ଅନ୍ଦାଜ୍ରେ ନଜର ଆସିଲେ ଲାଲୁ
ପାଟନା,୩।୩: ପାଟନାରେ ଆୟୋଜିତ ଜନ ବିଶ୍ୱାସ ରାଲିରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମିଛି। ରାହୁଲ ଗାନ୍ଧୀ, ଅଖିଳେଶ ଯାଦବଙ୍କ ସମେତ ବିରୋଧୀଙ୍କ ବହୁ ଷ୍ଟାଲୱାର୍ଟ ଏହି ରାଲିରେ ପହଞ୍ଚିଛନ୍ତି। ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଭାଷଣ ଶୁଣିବାକୁ ଜନତା ବହୁତ ଉତ୍ସାହିତ ଥିବା ଦେଖାଯାଉଥିଲା। ଏହି ସମୟରେ ଲାଲୁ ଯାଦବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ମୋଦି କ’ଣ, ଏହି ଜିନିଷ କ’ଣ? ମୋଦି ପାରିବାରିକବାଦ ଉପରେ କଥାବାର୍ତ୍ତା କରନ୍ତି, ମୋତେ କୁହ ମୋଦି […] The post ମୋଦି ହିନ୍ଦୁ ନୁହନ୍ତି, ଏମିତି କହି ପୁରୁଣା ଅନ୍ଦାଜ୍ରେ ନଜର ଆସିଲେ ଲାଲୁ appeared first on Dharitri Odia News.
ପାଟନା,୩।୩: ପାଟନାରେ ଆୟୋଜିତ ଜନ ବିଶ୍ୱାସ ରାଲିରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମିଛି। ରାହୁଲ ଗାନ୍ଧୀ, ଅଖିଳେଶ ଯାଦବଙ୍କ ସମେତ ବିରୋଧୀଙ୍କ ବହୁ ଷ୍ଟାଲୱାର୍ଟ ଏହି ରାଲିରେ ପହଞ୍ଚିଛନ୍ତି। ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଭାଷଣ ଶୁଣିବାକୁ ଜନତା ବହୁତ ଉତ୍ସାହିତ ଥିବା ଦେଖାଯାଉଥିଲା। ଏହି ସମୟରେ ଲାଲୁ ଯାଦବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ମୋଦି କ’ଣ, ଏହି ଜିନିଷ କ’ଣ? ମୋଦି ପାରିବାରିକବାଦ ଉପରେ କଥାବାର୍ତ୍ତା କରନ୍ତି, ମୋତେ କୁହ ମୋଦି ଜୀଙ୍କ କାହିଁକି ସନ୍ତାନ ନାହିଁ? ତାଙ୍କର ପରିବାର ନାହିଁ । ମୋଦି ଜୀ ଆପଣ ଜଣେ ହିନ୍ଦୁ ନୁହନ୍ତି। ଯଦି କାହାର ମା’ ମରିଯାଏ, ପୁଅ କେଶ କାଟିଥାଏ। ଆପଣଙ୍କ ମା’ଙ୍କ ମୃତ୍ୟୁ ପରେ କାହିଁକି ଏହାକୁ ପାଳିଲ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
The post ମୋଦି ହିନ୍ଦୁ ନୁହନ୍ତି, ଏମିତି କହି ପୁରୁଣା ଅନ୍ଦାଜ୍ରେ ନଜର ଆସିଲେ ଲାଲୁ appeared first on Dharitri Odia News.