ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଦରଘାରେ ଦିଆଯିବ ୪ହଜାର କିଲୋର ନିରାମିଷ ଭୋଜନ

ନୂଆଦିଲ୍ଲୀ,୧୨।୯:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟମ୍ବର ୧୭ରେ ନିଜର ୭୪ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏହି ଉପଲକ୍ଷେ ରାଜସ୍ଥାନର ଏକ ଲୋକପ୍ରିୟ ଦରଘା ୪ହଜାର କିଲୋର ଶାକାହାରି ଭୋଜନ ବିତରଣ କରିବାକୁ ଯାଉଛି। ଦରଘା ଦ୍ୱାରା ଦିଆଯାଇଥିବା ବୟାନନୁସାରେ, ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଐତିହାସିକ ଓ ବିଶ୍ୱ ପ୍ରସିଦ୍ଧ Big Shahi Deg ପକ୍ଷରୁ ୪ହଜାର କିଲୋର ‘ଲଙ୍ଗର’ ପ୍ରସ୍ତୁତ ହେବ। ଏହି ଶାକାହାରି ଭୋଜନରେ ଅର୍ଣ୍ଣ ସହ ସୁଦ୍ଧ ଘିଅ ଓ ଇୁଖିଲା ମୈବା […] The post ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଦରଘାରେ ଦିଆଯିବ ୪ହଜାର କିଲୋର ନିରାମିଷ ଭୋଜନ appeared first on Dharitri Odia News.

ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଦରଘାରେ ଦିଆଯିବ ୪ହଜାର କିଲୋର ନିରାମିଷ ଭୋଜନ

ନୂଆଦିଲ୍ଲୀ,୧୨।୯:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟମ୍ବର ୧୭ରେ ନିଜର ୭୪ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏହି ଉପଲକ୍ଷେ ରାଜସ୍ଥାନର ଏକ ଲୋକପ୍ରିୟ ଦରଘା ୪ହଜାର କିଲୋର ଶାକାହାରି ଭୋଜନ ବିତରଣ କରିବାକୁ ଯାଉଛି। ଦରଘା ଦ୍ୱାରା ଦିଆଯାଇଥିବା ବୟାନନୁସାରେ, ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଐତିହାସିକ ଓ ବିଶ୍ୱ ପ୍ରସିଦ୍ଧ Big Shahi Deg ପକ୍ଷରୁ ୪ହଜାର କିଲୋର ‘ଲଙ୍ଗର’ ପ୍ରସ୍ତୁତ ହେବ। ଏହି ଶାକାହାରି ଭୋଜନରେ ଅର୍ଣ୍ଣ ସହ ସୁଦ୍ଧ ଘିଅ ଓ ଇୁଖିଲା ମୈବା ସାମିଲ୍‌ ରହିବ।

The post ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଦରଘାରେ ଦିଆଯିବ ୪ହଜାର କିଲୋର ନିରାମିଷ ଭୋଜନ appeared first on Dharitri Odia News.