ମୋଦିଙ୍କ ରୋଡ ଶୋ’ରେ ଦଳାଚକଟା
ଜବଲପୁର,୭।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ପ୍ରଧାନମନ୍ତ୍ରୀ ମୋଦୀ ରବିବାର ମଧ୍ୟ ପ୍ରଦେଶ ଗସ୍ତରେ ଯାଇ ସେଠାରେ ଏକ ରୋଡ ଶୋ କରିଥିଲେ। ସୋସିଆଲ ମିଡିଆରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ଆଜି ଜବଲପୁରରେ ରୋଡ ଶୋ ବହୁତ ଚମତ୍କାର ଥିଲା! ଏଠାରେ ମୋର ପରିବାର ସଦସ୍ୟଙ୍କ ଉତ୍ସାହ ଏବଂ ଉଦ୍ଦିପନା କହୁଛି ଯେ ଆମେ ତୃତୀୟ ଥର ପାଇଁ ଆଶୀର୍ବାଦ ପ୍ରାପ୍ତ ହେବାକୁ ଯାଉଛୁ । ଉନ୍ନତ ଭିତ୍ତିଭୂମି ଏବଂ ସଡ଼କ […] The post ମୋଦିଙ୍କ ରୋଡ ଶୋ’ରେ ଦଳାଚକଟା appeared first on Dharitri Odia News.
ଜବଲପୁର,୭।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ପ୍ରଧାନମନ୍ତ୍ରୀ ମୋଦୀ ରବିବାର ମଧ୍ୟ ପ୍ରଦେଶ ଗସ୍ତରେ ଯାଇ ସେଠାରେ ଏକ ରୋଡ ଶୋ କରିଥିଲେ। ସୋସିଆଲ ମିଡିଆରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ଆଜି ଜବଲପୁରରେ ରୋଡ ଶୋ ବହୁତ ଚମତ୍କାର ଥିଲା! ଏଠାରେ ମୋର ପରିବାର ସଦସ୍ୟଙ୍କ ଉତ୍ସାହ ଏବଂ ଉଦ୍ଦିପନା କହୁଛି ଯେ ଆମେ ତୃତୀୟ ଥର ପାଇଁ ଆଶୀର୍ବାଦ ପ୍ରାପ୍ତ ହେବାକୁ ଯାଉଛୁ । ଉନ୍ନତ ଭିତ୍ତିଭୂମି ଏବଂ ସଡ଼କ ସହିତ, ଆମେ ଏଠାରେ ପ୍ରତ୍ୟେକ କ୍ଷେତ୍ରରେ ଅଦୃଶ୍ୟ କାର୍ଯ୍ୟ କରିଛୁ । ଏହା ଜବଲପୁରର ବିକାଶ ପାଇଁ ନୂଆ ପକ୍ଷ ଦେଇଛି ।
ତେବେ ଏହି ରୋଡ ଶୋ’ ସମୟରେ ଲୋକଙ୍କ ଭିଡ ଏତେ ପରିମାଣରେ ହୋଇଥିଲା ଯେ ଦଳାଚକଟାରେ ୫ ଜଣ ଆହତ ହୋଇଥିବା କୁହାଯାଉଛି।
The post ମୋଦିଙ୍କ ରୋଡ ଶୋ’ରେ ଦଳାଚକଟା appeared first on Dharitri Odia News.