ମୋବାଇଲ ପାଇଁ ଝୁଳିପଡ଼ିଲା ନାବାଳକ

ରେଢ଼ାଖୋଲ: ମୋବାଇଲ ପାଇଁ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆମ୍ବେଦକର ନଗରରେ ଏକ ଗଛରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୋବାଇଲ ଦେଖିବାକୁ ମା’ ମନା କରିଥିବାରୁ ନାବାଳକ ଜଣକ ଗଛରେ ଝୁଲିପଡ଼ିଥିବା ସୂଚନା ମିଳିଛି।