ମୋଷ୍ଟ ଓ୍ବାଣ୍ଟେଡ୍ ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ୍ ଗିରଫ
ନୂଆଦିଲ୍ଲୀ,୧୦ା୧୧: ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ୍ ଡଲ୍ଲାଙ୍କୁ କାନାଡା ପୋଲିସ ଗିରଫ କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ସେ ଖଲିସ୍ତାନ ଟାଇଗର ଫୋର୍ସର କାର୍ଯ୍ୟକାରୀ ମୁଖ୍ୟ ରହିଥିବା ବେଳେ ହରଦୀପ୍ ସିଂ ନଜ୍ଜାରଙ୍କ ସହଯୋଗୀ। ସେ ଭାରତରେ ବିଭିନ୍ନ ଅପରାଧ ସହ ସମ୍ପୃକ୍ତ ଥାଇ ମୋଷ୍ଟ ଓ୍ବାଣ୍ଟେଡ୍ ତାଲିକାରେ ରହିଛନ୍ତି। ଅକ୍ଟୋବର ୨୭/୨୮ରେ ମିଲ୍ଟନ୍ ଟାଉନ୍ରେ ଏକ ସଶସ୍ତ୍ର ଲଢ଼େଇରେ ସେ ସାମିଲ ଥିବା ସନ୍ଦେହ କରାଯାଉଛି। ନିକଟରେ ଘଟିଥିବା ଏକ ଗୁଳିକାଣ୍ଡ ଘଟଣାରେ ହାଲଟନ୍ ରିଜଓନାଲ ପୋଲିସ […] The post ମୋଷ୍ଟ ଓ୍ବାଣ୍ଟେଡ୍ ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ୍ ଗିରଫ appeared first on Dharitri Odia News.
ନୂଆଦିଲ୍ଲୀ,୧୦ା୧୧: ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ୍ ଡଲ୍ଲାଙ୍କୁ କାନାଡା ପୋଲିସ ଗିରଫ କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ସେ ଖଲିସ୍ତାନ ଟାଇଗର ଫୋର୍ସର କାର୍ଯ୍ୟକାରୀ ମୁଖ୍ୟ ରହିଥିବା ବେଳେ ହରଦୀପ୍ ସିଂ ନଜ୍ଜାରଙ୍କ ସହଯୋଗୀ।
ସେ ଭାରତରେ ବିଭିନ୍ନ ଅପରାଧ ସହ ସମ୍ପୃକ୍ତ ଥାଇ ମୋଷ୍ଟ ଓ୍ବାଣ୍ଟେଡ୍ ତାଲିକାରେ ରହିଛନ୍ତି। ଅକ୍ଟୋବର ୨୭/୨୮ରେ ମିଲ୍ଟନ୍ ଟାଉନ୍ରେ ଏକ ସଶସ୍ତ୍ର ଲଢ଼େଇରେ ସେ ସାମିଲ ଥିବା ସନ୍ଦେହ କରାଯାଉଛି। ନିକଟରେ ଘଟିଥିବା ଏକ ଗୁଳିକାଣ୍ଡ ଘଟଣାରେ ହାଲଟନ୍ ରିଜଓନାଲ ପୋଲିସ ସର୍ଭିସ (ଏଚ୍ଆର୍ପିଏସ୍) ତଦନ୍ତ ଚଳାଇଛି।
The post ମୋଷ୍ଟ ଓ୍ବାଣ୍ଟେଡ୍ ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ୍ ଗିରଫ appeared first on Dharitri Odia News.