ମୋହନ ଭାଙ୍ଗିବେ ସବୁ ରେକର୍ଡ !

୧୨ ଜୁନ୍‌ ୨୦୨୪ । ଅତୀତ ହୋଇଥିଲେ ନବୀନ । ବର୍ତ୍ତମାନ ସାଜିଥିଲେ ମୋହନ । ଓଡ଼ିଶା ଇତିହାସର ରାଜନୀତି ବହିରେ ବିଜେପି ଲେଖିଥିଲା ତା’ ନୂଆ ନାଁ । ଏକାକୀ କରିଥିଲା ସରକାର ।

ମୋହନ ଭାଙ୍ଗିବେ ସବୁ ରେକର୍ଡ !
Array