ମୋହାଲିରେ ଭୁଶୁଡ଼ିଲା ତିନିତାଲା କୋଠା: ୧୦ରୁ ଅଧିକ ଲୋକ ଫସିଥିବା ସନ୍ଦେହ, ଚାଲିଛି ଉଦ୍ଧାର କାର୍ଯ୍ୟ
ପଞ୍ଜାବର ମୋହାଲି ସହରରେ ଏକ ବଡ଼ ଅଘଟଣ ଘଟିଛି । ଏକ ନିର୍ମାଣଧୀନ କୋଠାରେ କିଛି ଖନନ କାର୍ଯ୍ୟ ଚାଲିଥିବାବେଳେ ଏହାର ନିକଟରେ ଥିବା ଆଉ ଏକ ତିନି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି । କୋଠା ଭୁଶୁଡିବା ପରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଭାରତୀୟ ସେନା ଓ ଏନଡିଆରଏଫ୍ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏପର୍ଯ୍ୟନ୍ତ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଲୋକ ପୋତି ହୋଇ ରହିଥିବା ସୂଚନା […] The post ମୋହାଲିରେ ଭୁଶୁଡ଼ିଲା ତିନିତାଲା କୋଠା: ୧୦ରୁ ଅଧିକ ଲୋକ ଫସିଥିବା ସନ୍ଦେହ, ଚାଲିଛି ଉଦ୍ଧାର କାର୍ଯ୍ୟ appeared first on KNews Odisha.

The post ମୋହାଲିରେ ଭୁଶୁଡ଼ିଲା ତିନିତାଲା କୋଠା: ୧୦ରୁ ଅଧିକ ଲୋକ ଫସିଥିବା ସନ୍ଦେହ, ଚାଲିଛି ଉଦ୍ଧାର କାର୍ଯ୍ୟ appeared first on KNews Odisha.