ମୋହିତଙ୍କ ଚମତ୍କାର ବୋଲିଂ: ଗୁଜରାଟକୁ ୧୬୩ ରନ୍ର ଟାର୍ଗେଟ୍
ଅହମ୍ମଦାବାଦ୍,୩୧।୩:ଆଇପିଏଲ୍ର ୧୨ତମ ମ୍ୟାଚ୍ ଆଜି ସନରାଇଜର୍ସ ହାଇଦ୍ରାବାଦ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍ରେ ହାଇଦ୍ରାବାଦ୍ ଗୁଜରାଟକୁ ୧୬୩ ରନ୍ର ଟାର୍ଗେଟ ଦେଇଛି। ହାଇଦ୍ରାବାଦ ପାଇଁ ଅଭିଷେକ ଶର୍ମା ୨ ଚୌକା ଓ ୨ ଛକା ସହାୟତାରେ ୨୯ ରନ ସଂଗ୍ରହ କରିଥିଲେ। ଅବଦୁଲ ସମଦ ମଧ୍ୟ ୨୯ ରନରେ ସହଯୋଗ କରିଥିଲେ। ହେନ୍ରିଚ କ୍ଲାସେନ ୨୪ ରନ ସଂଗ୍ରହ କରିଥିଲେ। ଆଡେନ ମାର୍କ୍ରାମ ୧୭ ରନ କରିଥିଲେ। ଗୁଜରାଟ ଟାଇଟାନ୍ସ ପାଇଁ ମୋହିତ ଶର୍ମା […] The post ମୋହିତଙ୍କ ଚମତ୍କାର ବୋଲିଂ: ଗୁଜରାଟକୁ ୧୬୩ ରନ୍ର ଟାର୍ଗେଟ୍ appeared first on Dharitri Odia News.
ଅହମ୍ମଦାବାଦ୍,୩୧।୩:ଆଇପିଏଲ୍ର ୧୨ତମ ମ୍ୟାଚ୍ ଆଜି ସନରାଇଜର୍ସ ହାଇଦ୍ରାବାଦ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍ରେ ହାଇଦ୍ରାବାଦ୍ ଗୁଜରାଟକୁ ୧୬୩ ରନ୍ର ଟାର୍ଗେଟ ଦେଇଛି। ହାଇଦ୍ରାବାଦ ପାଇଁ ଅଭିଷେକ ଶର୍ମା ୨ ଚୌକା ଓ ୨ ଛକା ସହାୟତାରେ ୨୯ ରନ ସଂଗ୍ରହ କରିଥିଲେ। ଅବଦୁଲ ସମଦ ମଧ୍ୟ ୨୯ ରନରେ ସହଯୋଗ କରିଥିଲେ। ହେନ୍ରିଚ କ୍ଲାସେନ ୨୪ ରନ ସଂଗ୍ରହ କରିଥିଲେ। ଆଡେନ ମାର୍କ୍ରାମ ୧୭ ରନ କରିଥିଲେ।
ଗୁଜରାଟ ଟାଇଟାନ୍ସ ପାଇଁ ମୋହିତ ଶର୍ମା ଚମତ୍କାର ବୋଲିଂ କରିଥିଲେ। ସେ ୪ ଓଭରରେ ୨୫ ରନ ଦେଇ ଉଇକେଟ ନେଇଥିଲେ। ଉମେଶ ଯାଦବ, ନୁର ଅହମ୍ମଦ, ଉମରଜାଇ ଏବଂ ରସିଦ ଖାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
The post ମୋହିତଙ୍କ ଚମତ୍କାର ବୋଲିଂ: ଗୁଜରାଟକୁ ୧୬୩ ରନ୍ର ଟାର୍ଗେଟ୍ appeared first on Dharitri Odia News.