୨୭୭ ସାହସିକତା ପଦକ, ଓଡ଼ିଶାରୁ ପାଇବେ ୧୫ ଜଣ

ଭୁବନେଶ୍ୱର,୨୫ା୧: ସାଧାରଣତନ୍ତ୍ର ଦିବସରେ ବିଭିନ୍ନ କ୍ଷେତ୍ରରେ ୨୭୭ ଜଣଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯିବ। ଏଥିମଧ୍ୟରେ ଓଡ଼ିଶାର ୧୫ ଜଣଙ୍କ ନାଁ ରହିଥିବା ଏମ୍‌ଏଚ୍‌ଏ ପକ୍ଷରୁ ସୂଚନା ଦିଆଯାଇଛି। ୨ ଜଣ ଏସ୍‌ଆଇ, ଜଣେ ହାବିଲଦାର, ୭ କମାଣ୍ଡୋ ସାହସିକତା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ପୋଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ଆଦି କ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଗୃହ ମନ୍ତ୍ରଣାଳୟ ପ୍ରକାଶ କରିଥିବା ସରକାରୀ ବିବୃତ୍ତି ଅନୁଯାୟୀ, […] The post ୨୭୭ ସାହସିକତା ପଦକ, ଓଡ଼ିଶାରୁ ପାଇବେ ୧୫ ଜଣ appeared first on Dharitri Odia News.

୨୭୭ ସାହସିକତା ପଦକ, ଓଡ଼ିଶାରୁ ପାଇବେ ୧୫ ଜଣ

ଭୁବନେଶ୍ୱର,୨୫ା୧: ସାଧାରଣତନ୍ତ୍ର ଦିବସରେ ବିଭିନ୍ନ କ୍ଷେତ୍ରରେ ୨୭୭ ଜଣଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯିବ। ଏଥିମଧ୍ୟରେ ଓଡ଼ିଶାର ୧୫ ଜଣଙ୍କ ନାଁ ରହିଥିବା ଏମ୍‌ଏଚ୍‌ଏ ପକ୍ଷରୁ ସୂଚନା ଦିଆଯାଇଛି। ୨ ଜଣ ଏସ୍‌ଆଇ, ଜଣେ ହାବିଲଦାର, ୭ କମାଣ୍ଡୋ ସାହସିକତା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ପୋଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ଆଦି କ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଗୃହ ମନ୍ତ୍ରଣାଳୟ ପ୍ରକାଶ କରିଥିବା ସରକାରୀ ବିବୃତ୍ତି ଅନୁଯାୟୀ, ଚଳିତ ବର୍ଷ ଦୁଇଜଣ ସୁରକ୍ଷାକର୍ମୀଙ୍କୁ ରାଷ୍ଟ୍ରପତି ସମ୍ମାନ ପ୍ରଦାନ କରାଯିବ।

The post ୨୭୭ ସାହସିକତା ପଦକ, ଓଡ଼ିଶାରୁ ପାଇବେ ୧୫ ଜଣ appeared first on Dharitri Odia News.