ମୌସୁମୀ...ତମେ କେଉଁଠି ଥିଲ ...ଏତେ ଜଲଦି ଆସିଗଲ| MONSOON THE LOVE STORY || BADA KHABAR TV
ମୌସୁମୀ...ତମେ କେଉଁଠି ଥିଲ । ଏତେ ଜଲଦି ଆସିଗଲ । କେବେ ଭାବିନଥିଲି । ଭାବିଥିଲି ଟିକେ ନଖରାମି କରିବ । ଲୁଚକାଳି ଖେଳିବ...ଏବେ ଆସୁଛି ଏବେ ଛୁଇଁବି କହି ରଗେଇ ଦବ । ହେଲେ ଏମିତ ସରପ୍ରାଇଜ...