ମ୍ୟାଚ ଫିକ୍ସିଂ କରି ବନ୍ଧା ହେଲେ ୩ କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୧୧: କ୍ରିକେଟ ଭଳି ଖେଳରେ ମ୍ୟାଚ ଫିକ୍ସିଂ ଏକ ବଡ ଅପରାଧ। ଏହା ପ୍ରକାଶ ପାଇବା ପରେ ଏହି ଅପରାଧ କରୁଥିବା ଖେଳାଳିମାନେ ମଧ୍ୟ ଜେଲକୁ ଯାଆନ୍ତି। ଦକ୍ଷିଣ ଆଫ୍ରିକା କ୍ରିକେଟରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ ୮ ବର୍ଷ ପୁରୁଣା ମ୍ୟାଚ ଫିକ୍ସିଂ ସ୍କାଣ୍ଡାଲର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ତିନି ଖେଳାଳିଙ୍କୁ ଗିରଫ କରାଯାଇଛି। ଏହି ଘଟଣା ପାଇଁ ଥାମି ସୋଲେକିଲ, ଲୋନାଭୋ ସୋଟୋବ ଏବଂ ଆଥୀ ମବାଲାଟିଙ୍କୁ ଗିରଫ କରାଯାଇଛି। […] The post ମ୍ୟାଚ ଫିକ୍ସିଂ କରି ବନ୍ଧା ହେଲେ ୩ କ୍ରିକେଟର୍‌ appeared first on Dharitri Odia News.

ମ୍ୟାଚ ଫିକ୍ସିଂ କରି ବନ୍ଧା ହେଲେ ୩ କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୧୧: କ୍ରିକେଟ ଭଳି ଖେଳରେ ମ୍ୟାଚ ଫିକ୍ସିଂ ଏକ ବଡ ଅପରାଧ। ଏହା ପ୍ରକାଶ ପାଇବା ପରେ ଏହି ଅପରାଧ କରୁଥିବା ଖେଳାଳିମାନେ ମଧ୍ୟ ଜେଲକୁ ଯାଆନ୍ତି। ଦକ୍ଷିଣ ଆଫ୍ରିକା କ୍ରିକେଟରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ ୮ ବର୍ଷ ପୁରୁଣା ମ୍ୟାଚ ଫିକ୍ସିଂ ସ୍କାଣ୍ଡାଲର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ତିନି ଖେଳାଳିଙ୍କୁ ଗିରଫ କରାଯାଇଛି। ଏହି ଘଟଣା ପାଇଁ ଥାମି ସୋଲେକିଲ, ଲୋନାଭୋ ସୋଟୋବ ଏବଂ ଆଥୀ ମବାଲାଟିଙ୍କୁ ଗିରଫ କରାଯାଇଛି। ଏହି ତିନି କ୍ରିକେଟରଙ୍କୁ ୧୮, ୨୮ ଏବଂ ୨୯ ନଭେମ୍ବରରେ ଗିରଫ କରାଯାଇଥିଲା। ସେ ୨୦୧୫-୧୬ ଟି-୨୦ ରାମ ସ୍ଲାମ ଚ୍ୟାଲେଞ୍ଜ ଟୁର୍ନାମେଣ୍ଟରେ ମ୍ୟାଚ ଫିକ୍ସିଂରେ ଜଡିତ ଥିବା ଅଭିଯୋଗ ହୋଇଛି।

The post ମ୍ୟାଚ ଫିକ୍ସିଂ କରି ବନ୍ଧା ହେଲେ ୩ କ୍ରିକେଟର୍‌ appeared first on Dharitri Odia News.