ମୟୂରଭଞ୍ଜରେ ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ, ବେତନଟୀ ରେଞ୍ଜ ଅଞ୍ଚଳରେ ଅଛନ୍ତି ୫୭ ଟିକିଆ ହାତୀପଲ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାରେ ଥମୁନି ହାତୀ ଆତଙ୍କ। ଦୀର୍ଘ ୪ ଦିନ ହେଲା ବେତନଟୀ ରେଞ୍ଜ ଅଞ୍ଚଳରେ ଅଛନ୍ତି ୫୭ ଟିକିଆ ଝାଡ଼ଖଣ୍ଡି ହାତୀପଲ।  ଆଜି ବେତନଟୀ ରେଞ୍ଜ ଦଲକୀ ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଛନ୍ତି ।  ଏହି ଝାଡ଼ଖଣ୍ଡି ହାତୀ ପ୍ରତିବର୍ଷ ଭଳି ପଶ୍ଚିମବଙ୍ଗ ଦେଇ ମୟୂରଭଞ୍ଜ ଜିଲ୍ଲାରେ ପଶିଛନ୍ତି । ନିଳଗିରୀ ଯିବା ରାସ୍ତାରେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ହାତୀପଲଙ୍କୁ ନେଇ ଏବେ ଚିନ୍ତିତ ଅଞ୍ଚଳବାସୀ ।  ଦିନ ତମାମ […] The post ମୟୂରଭଞ୍ଜରେ ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ, ବେତନଟୀ ରେଞ୍ଜ ଅଞ୍ଚଳରେ ଅଛନ୍ତି ୫୭ ଟିକିଆ ହାତୀପଲ appeared first on KNews Odisha.

ମୟୂରଭଞ୍ଜରେ ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ, ବେତନଟୀ ରେଞ୍ଜ ଅଞ୍ଚଳରେ ଅଛନ୍ତି ୫୭ ଟିକିଆ ହାତୀପଲ
elephant

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାରେ ଥମୁନି ହାତୀ ଆତଙ୍କ। ଦୀର୍ଘ ୪ ଦିନ ହେଲା ବେତନଟୀ ରେଞ୍ଜ ଅଞ୍ଚଳରେ ଅଛନ୍ତି ୫୭ ଟିକିଆ ଝାଡ଼ଖଣ୍ଡି ହାତୀପଲ।  ଆଜି ବେତନଟୀ ରେଞ୍ଜ ଦଲକୀ ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଛନ୍ତି ।  ଏହି ଝାଡ଼ଖଣ୍ଡି ହାତୀ ପ୍ରତିବର୍ଷ ଭଳି ପଶ୍ଚିମବଙ୍ଗ ଦେଇ ମୟୂରଭଞ୍ଜ ଜିଲ୍ଲାରେ ପଶିଛନ୍ତି ।

ନିଳଗିରୀ ଯିବା ରାସ୍ତାରେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ହାତୀପଲଙ୍କୁ ନେଇ ଏବେ ଚିନ୍ତିତ ଅଞ୍ଚଳବାସୀ ।  ଦିନ ତମାମ ଜଙ୍ଗଲରେ ରହୁଛନ୍ତି ।  ସନ୍ଧ୍ୟା ହେବା ମାତ୍ରେ ଜଙ୍ଗଲରୁ ବାହାରି ଧାନକ୍ଷେତରେ ପଶୁଛନ୍ତି ।  ୨ ଦିନ ହେଲା ଆଗକୁ ନ ବଢ଼ି ଦଲକୀ ସଂରକ୍ଷିତ ଜଙ୍ଗଲରେ ରହି ବନ ବିଭାଗ ପାଇଁ ଚିନ୍ତା ବଢାଇଛନ୍ତି ।

The post ମୟୂରଭଞ୍ଜରେ ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ, ବେତନଟୀ ରେଞ୍ଜ ଅଞ୍ଚଳରେ ଅଛନ୍ତି ୫୭ ଟିକିଆ ହାତୀପଲ appeared first on KNews Odisha.