‘ଯଦି ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି, ଆମ ପାଖରେ ମୋଦି ଅଛନ୍ତି’, ତେଜସ୍ବୀ ସୂର୍ଯ୍ୟା
ନୂଆଦିଲ୍ଲୀ,୧୦।୫: କଂଗ୍ରେସ ନେତା ମଣି ଶଙ୍କର ଆୟାର ପୁଣିଥରେ ପାକିସ୍ତାନ ସମ୍ପର୍କରେ ଏକ ବୟାନ ଦେଇ ଦେଶର ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଛନ୍ତି। ସେ ପାକିସ୍ତାନ ସହ ପୁନଃ ବୁଝାମଣା କରିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କ ବିବୃତ୍ତି ପରେ ଭାଜପା ବର୍ତ୍ତମାନ ଆକ୍ରମଣକାରୀ ପାଲଟିଛି। ସେପଟେ ଭାଜପା ଏମପି ତେଜସ୍ବୀ ସୂର୍ଯ୍ୟ କଂଗ୍ରେସ ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ସେ କଂଗ୍ରେସକୁ ପାକିସ୍ତାନର ପିତା ବୋଲି କହିଛନ୍ତି। ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ସହ କଥାବାର୍ତ୍ତା ବେଳେ […] The post ‘ଯଦି ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି, ଆମ ପାଖରେ ମୋଦି ଅଛନ୍ତି’, ତେଜସ୍ବୀ ସୂର୍ଯ୍ୟା appeared first on Dharitri Odia News.
ନୂଆଦିଲ୍ଲୀ,୧୦।୫: କଂଗ୍ରେସ ନେତା ମଣି ଶଙ୍କର ଆୟାର ପୁଣିଥରେ ପାକିସ୍ତାନ ସମ୍ପର୍କରେ ଏକ ବୟାନ ଦେଇ ଦେଶର ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଛନ୍ତି। ସେ ପାକିସ୍ତାନ ସହ ପୁନଃ ବୁଝାମଣା କରିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କ ବିବୃତ୍ତି ପରେ ଭାଜପା ବର୍ତ୍ତମାନ ଆକ୍ରମଣକାରୀ ପାଲଟିଛି। ସେପଟେ ଭାଜପା ଏମପି ତେଜସ୍ବୀ ସୂର୍ଯ୍ୟ କଂଗ୍ରେସ ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ସେ କଂଗ୍ରେସକୁ ପାକିସ୍ତାନର ପିତା ବୋଲି କହିଛନ୍ତି।
ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ସହ କଥାବାର୍ତ୍ତା ବେଳେ ସେ କଂଗ୍ରେସକୁ ଟାର୍ଗେଟ କରି କହିଥିଲେ, ’କଂଗ୍ରେସ ଏବଂ ପାକିସ୍ତାନ ମଧ୍ୟରେ ପ୍ରେମ କାହାଣୀ ଅଛି। ଉଭୟଙ୍କ ମଧ୍ୟରେ ଏକ ପ୍ରେମ ସମ୍ପର୍କ ଚାଲିଛି । କଂଗ୍ରେସ ଦଳ ପାକିସ୍ତାନର ପିତା।
The post ‘ଯଦି ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି, ଆମ ପାଖରେ ମୋଦି ଅଛନ୍ତି’, ତେଜସ୍ବୀ ସୂର୍ଯ୍ୟା appeared first on Dharitri Odia News.