ଯବାନ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ

ମାଲକାନଗିରି,୨୪।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମା ଛତିଶଗଡ ସୁକୁମା ଜିଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସୂଚୋନାଯୋଗ୍ୟ, ସକାଳେ ଡିଆରଜି ଯବାନମାନେ ସୁକୁମା ଜିଲା ବୁର୍କଲଙ୍କା ଅଞ୍ଚଳରେ ଶର୍ଚ୍ଚିଂ ଅପରେଶନ କରୁଥିବା ସମୟରେ ସେହି ଅଞ୍ଚଳରେ କିଛି ମାଓବାଦୀ ବୈଠକ କରୁଥିବା ଜଣାପଡିଥିଲା। ତେବେ ଯବାନମାନେ ଆସୁଥିବା ଜାଣି ମାଓବାଦୀମାନେ ଯବାନମାନଙ୍କ ଉପରେ ଗୁଳି ବିିିନିମୟ କରିଥିଲେ। ପାଲଟା ଜବାବରେ ଯବାନ ମାଓବାଦୀଙ୍କୁ ଗୁଳି ଚଳାଇଥିଲେ। […] The post ଯବାନ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ appeared first on Dharitri Odia News.

ଯବାନ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ

ମାଲକାନଗିରି,୨୪।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମା ଛତିଶଗଡ ସୁକୁମା ଜିଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି।
ସୂଚୋନାଯୋଗ୍ୟ, ସକାଳେ ଡିଆରଜି ଯବାନମାନେ ସୁକୁମା ଜିଲା ବୁର୍କଲଙ୍କା ଅଞ୍ଚଳରେ ଶର୍ଚ୍ଚିଂ ଅପରେଶନ କରୁଥିବା ସମୟରେ ସେହି ଅଞ୍ଚଳରେ କିଛି ମାଓବାଦୀ ବୈଠକ କରୁଥିବା ଜଣାପଡିଥିଲା। ତେବେ ଯବାନମାନେ ଆସୁଥିବା ଜାଣି ମାଓବାଦୀମାନେ ଯବାନମାନଙ୍କ ଉପରେ ଗୁଳି ବିିିନିମୟ କରିଥିଲେ। ପାଲଟା ଜବାବରେ ଯବାନ ମାଓବାଦୀଙ୍କୁ ଗୁଳି ଚଳାଇଥିଲେ। ପରେ ମାଓବାଦୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।  ଶର୍ଚ୍ଚିଂ ଅପରେଶନ କରୁଥିବା ସମୟରେ ଜଣେ  ମାଓବାଦୀଙ୍କ ମୃତଦେହ ମିଳିଛି।

The post ଯବାନ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ appeared first on Dharitri Odia News.