ଯବାନଙ୍କ ବାରାକ୍ ଭିତରେ ପଶିଗଲା ବିରାଟ ବଡ଼ ସାପ

ଏସ୍ଏସ୍ବି ଯବାନଙ୍କ ବାରାକ୍ ଭିତରୁ ଊଦ୍ଧାର ହେଲା ବିରାଟ ବଡ ସାପ। ପ୍ରାୟ ୬ ଫୁଟିଆ ଢମଣା ସାପଟି ବାଥରୁମର ହାତଧୁଆ ବେସିନ ଫାଙ୍କରେ ଲୁଚି ରହିଥିଲା।