ଯାଜପୁର ଗସ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି, ମହାବିନାୟକ ମନ୍ଦିର ଯାଇ କଲେ ଦର୍ଶନ
ଚଣ୍ଡିଖୋଲ ୧୯।୦୭ : ମହାବିନାୟକ ପରିଦର୍ଶନ କଲେ ହାଇକୋଟ ମୁଖ୍ୟ ବିଚାରପତି । ଶ୍ରାବଣ ମାସ ଅବସରରେ ଯାଜପୁରର ପ୍ରସିଦ୍ଧ ମହାବିନାୟକ ପୀଠ ପରିଦର୍ଶନ କରିଛନ୍ତି ମାନ୍ୟବର ହାଇକୋର୍ଟ ଜଷ୍ଟିସ ହରିଶ ଟଣ୍ଡନ ଓ ତାଙ୍କ ଧର୍ମପତ୍ନୀ । ସେମାନଙ୍କ ସହିତ ଯାଜପୁର ଜିଲ୍ଲାପାଳ ପି. ଅନୁଷ୍କା ରେଡ୍ଡୀ, ଯାଜପୁର ଏସ୍ପିଙ୍କ ସହ ଚଣ୍ଡିଖୋଲ ବାର ଆସୋସିଏସନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ମହାବିନାୟକ ପୂଜକ ସଂଘ ଓ ଟ୍ରଷ୍ଟ ପକ୍ଷରୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।