ଯାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଗଲା ଆଉ ୨ ଆକ୍ରାନ୍ତଙ୍କ ଜୀବନ
ଯାଜପୁର ୧୨।୦୬ : ଯାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି । ଜିଲ୍ଲାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଯାଇଛି । ଏବେ ସୁଦ୍ଧା ମୋଟ ୪ ଜଣଙ୍କର ଏହି ଝାଡ଼ାବାନ୍ତିରେ ମୃତ୍ୟୁ ହୋଇସାରିଛି । ଏନେଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ADMO ସୂଚନା ଦେଇଛନ୍ତି ।