ଯାଜପୁରରେ ଭଡ଼ା ଘରୁ ମିଳିଲା ଫାଇନାନ୍ସ କର୍ମଚାରୀଙ୍କ ମୃତଦେହ ! Finance staff Found Dead in Jajpur

ଯାଜପୁରରେ ଭଡ଼ା ଘରୁ ମିଳିଲା ଫାଇନାନ୍ସ କର୍ମଚାରୀଙ୍କ ମୃତଦେହ ! ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ନେଉଳପୁର ନିକଟ ୧୬ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଏକ ଭଡ଼ା ଘରୁ ଯୁବକ ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଙ୍କ ଘର ନିଆଳି