ଯାତ୍ରା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଧମକ ଦେଇ ପୁଣି ଅଡୁଆରେ ନାଣ୍ଡୁ ବାବୁ !
ଯାତ୍ରା ଆଳରେ ଚାଲିଛି କ’ଣ ? ମାଲିକ ନାଁରେ କ’ଣ କରୁଛନ୍ତି ନାଣ୍ଡୁ ? ଅନନ୍ତ ଧଳଙ୍କ ବିରୋଧରେ ପୁଳାପୁଳା ଅଭିଯୋଗ । ଯାତ୍ରା ପାର୍ଟି ତୁଳସୀ ଏବଂ ଅଶୋକ ସମ୍ରାଟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ଧଳଙ୍କ ବିରୁଦ୍ଧରେ ପୁଣି ସଂଗୀନ ଅଭିଯୋଗ ଆସିଛି ।