ଯାତ୍ରା କଳାକାରଙ୍କୁ ସାଇଜ଼ କରିବେ ନିର୍ଦ୍ଦେଶକ ଆଉ ହେବନି ଝଗଡ଼ା! Jatra Controversy ends, writers meet Bbsr.
ଯାତ୍ରା କଳାକାରଙ୍କୁ ସାଇଜ଼ କରିବେ ନିର୍ଦ୍ଦେଶକ ଆଉ ହେବନି ଝଗଡ଼ା! ଯାତ୍ରା ନିର୍ଦ୍ଦେଶକ ଅଶ୍ରୁମୋଚନ ମହାନ୍ତି ଓ ହର ବାରିକ ତୁଟେଇଲେ ବିବାଦ। ସମସ୍ତଙ୍କୁ ମିଳିବ ସିନ୍, ସମସ୍ତେ ପାଇବେ ସମାନ ଦରମା । ନାଟକ ଭଲନହେବା କାରଣ ବି ଫିଟିଲା ଗୁମର।