ଯାତ୍ରା କଳିରେ ଏବେ 'ବୟକଟ୍' ଚର୍ଚ୍ଚା
ଯାତ୍ରା କଳିରେ ଏବେ 'ବୟକଟ୍' ଚର୍ଚ୍ଚା। ଅର୍ଥାତ ଲାଗିରହିଥିବା ବିବାଦ ଭିତରେ ‘ତୁଣ୍ଡ ଖୋଲିଲେ, ମୁଣ୍ଡ ଗଡ଼ିବ’ ଚର୍ଚ୍ଚା। କୁହାଯାଉଛି, ଅଭିନେତା ନରି ପଣ୍ଡା ଏବଂ ପ୍ରତାପ ମହାନ୍ତିଙ୍କ ଭଳି ବାପି ପଣ୍ଡାଙ୍କ ବିରୋଧରେ ମାଲିକ ସଂଘ ଆକ୍ସନ ନେବ। ତେବେ ବାପି ପଣ୍ଡା ସବୁ ସମ୍ଭାବ୍ୟ ଆକ୍ସନକୁ ସ୍ବାଗତ କରିବା ସହ ଯାତ୍ରା କଳିରେ କିନ୍ତୁ ଯବନିକା ପଡୁ ବୋଲି ଆହ୍ବାନ ଦେଇଛନ୍ତି।