ଯାତ୍ରାରେ ଥମୁନି ପାର୍ଟିଡିଆଁ ବିବାଦ

ଯାତ୍ରାରେ ଥମୁନି ପାର୍ଟିଡିଆଁ ବିବାଦ। ହାଇପେଡ୍ ଆର୍ଟିଷ୍ଟ ପୀୟୂଷ ଦୁଇ ପାର୍ଟିଠୁ ନେଇଥିବା ଟଙ୍କା ଫେରାଇବା ସହ ମାଲିକ ସଂଘ ବୈଠକର ନିଷ୍ପତ୍ତି ଅନୁଯାୟୀ ବର୍ଷେପାଇଁ ମଂଚରୁ ଓହରି ଯାଇଛନ୍ତି। ହେଲେ ପାଖାପାଖି ସମାନ କାରଣ ପାଇଁ ବ୍ୟାନ୍ ହୋଇ ଏବେ ବି ନ୍ୟାୟ ଅପେକ୍ଷାରେ ହାସ୍ୟ କଳାକାର ନରି ପଣ୍ଡା। 

ଯାତ୍ରାରେ ଥମୁନି ପାର୍ଟିଡିଆଁ ବିବାଦ
Array