ଯୁବକଙ୍କ ଆତ୍ମହତ୍ୟା

ପାଟଣା: ପାଟଣା ଥାନା ଅନ୍ତର୍ଗତ ଟାଙ୍ଗରପଡା ପଞ୍ଚାୟତ ଗାଲଫୁଲା ଗ୍ରାମର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଯୁବକଙ୍କ ନାମ ହେଉଛି ସୁରେଶ ନାଏକ(୩୫)। ଶନିବାର ବିଳମ୍ବିତ ରାତିରେ ସେ ଘର ନିକଟରେ ଥିବା ଏକ ଗୁଳୁଚି ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଖବରପାଇ ପାଟଣା ଥାନା ଏଏସଆଇ ନୂଆସ ଲୁଗୁନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ମୃତହେଦକୁ ଜବତ କରି ବ୍ୟବଚ୍ଛେଦ କରାଇଛନ୍ତି। ଏ ନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ […]

ଯୁବକଙ୍କ ଆତ୍ମହତ୍ୟା

ପାଟଣା: ପାଟଣା ଥାନା ଅନ୍ତର୍ଗତ ଟାଙ୍ଗରପଡା ପଞ୍ଚାୟତ ଗାଲଫୁଲା ଗ୍ରାମର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଯୁବକଙ୍କ ନାମ ହେଉଛି ସୁରେଶ ନାଏକ(୩୫)। ଶନିବାର ବିଳମ୍ବିତ ରାତିରେ ସେ ଘର ନିକଟରେ ଥିବା ଏକ ଗୁଳୁଚି ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଖବରପାଇ ପାଟଣା ଥାନା ଏଏସଆଇ ନୂଆସ ଲୁଗୁନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ମୃତହେଦକୁ ଜବତ କରି ବ୍ୟବଚ୍ଛେଦ କରାଇଛନ୍ତି। ଏ ନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା(୩୮/୨୦୨୪) ରୁଜୁ ହୋଇଛି।