ଯୁଯୁମରା ଦେବଝରଣରେ ଅଘଟଣ, ଜଳପ୍ରପାତରେ ବୁଡ଼ି ୨ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁ

ସମ୍ବଲପୁର : ସମ୍ବଲପୁର ଯୁଯୁମରା ଦେବଝରଣ ଜଳପ୍ରପାତରେ ଅଘଟଣ। ଜଳପ୍ରପାତରେ ବୁଡ଼ି ୨ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁ । ୨ ଡାକ୍ତରୀ ଛାତ୍ରଛାତ୍ରୀ ବୁର୍ଲା ମେଡିକାଲ କଲେଜର ବୋଲି ଜଣାପଡ଼ିଛି। ଦେବଝରଣ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ ବୁର୍ଲା ମେଡିକାଲ କଲେଜର ୬ ଜଣ ଛାତ୍ରଛାତ୍ରୀ। ଗାଧୋଇବା ସମୟରେ ଅସାବଧାନତା ହେତୁ ପାଣିରେ ବୁଡ଼ିଯାଇଥିଲେ । ଉଭୟଙ୍କୁ ଅଗ୍ନିଶମ ବାହୀନ ପହଞ୍ଚି ଉଦ୍ଧାର କରିଥିଲେ ।  ଉଦ୍ଧାର ପରେ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ମୃତ୍ […] The post ଯୁଯୁମରା ଦେବଝରଣରେ ଅଘଟଣ, ଜଳପ୍ରପାତରେ ବୁଡ଼ି ୨ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁ appeared first on KNews Odisha.

ଯୁଯୁମରା ଦେବଝରଣରେ ଅଘଟଣ, ଜଳପ୍ରପାତରେ ବୁଡ଼ି ୨ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁ
students

ସମ୍ବଲପୁର : ସମ୍ବଲପୁର ଯୁଯୁମରା ଦେବଝରଣ ଜଳପ୍ରପାତରେ ଅଘଟଣ। ଜଳପ୍ରପାତରେ ବୁଡ଼ି ୨ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁ । ୨ ଡାକ୍ତରୀ ଛାତ୍ରଛାତ୍ରୀ ବୁର୍ଲା ମେଡିକାଲ କଲେଜର ବୋଲି ଜଣାପଡ଼ିଛି। ଦେବଝରଣ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ ବୁର୍ଲା ମେଡିକାଲ କଲେଜର ୬ ଜଣ ଛାତ୍ରଛାତ୍ରୀ। ଗାଧୋଇବା ସମୟରେ ଅସାବଧାନତା ହେତୁ ପାଣିରେ ବୁଡ଼ିଯାଇଥିଲେ । ଉଭୟଙ୍କୁ ଅଗ୍ନିଶମ ବାହୀନ ପହଞ୍ଚି ଉଦ୍ଧାର କରିଥିଲେ ।  ଉଦ୍ଧାର ପରେ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ମୃତ୍ ଘୋଷଣା କରିଥିଲେ ।  ମୃତକମାନେ MBBS ଶେଷବର୍ଷ ଛାତ୍ରଛାତ୍ରୀ ବୋଲି ଜଣାପଡ଼ିଛି । ମୃତ ଛାତ୍ରଛାତ୍ରୀ ହେଲେ ସନ୍ଦୀପ ପୁରୀ ଓ ମୋନିକା ମିନା  ।

The post ଯୁଯୁମରା ଦେବଝରଣରେ ଅଘଟଣ, ଜଳପ୍ରପାତରେ ବୁଡ଼ି ୨ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁ appeared first on KNews Odisha.