ଯୋଗାଣ ନିରୀକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଜଗତସିଂହପୁର ୧୨।୧: ଯୋଗାଣ ନିରୀକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପାରାଦୀପ ପୌର ପରିଷଦରେ ଯୋଗାଣ ନିରୀକ୍ଷକ ଭାବରେ କାମ କରୁଥିଲେ ଅଲିଭା ଦାଶ । ଶନିବାର ଜଗତସିଂହପୁର ଠାରେ ସଦଭାବନା ଗୃହରେ ସମୀକ୍ଷା ବୈଠକରେ ଅନୁପସ୍ଥିତ ରହିବା ଓ ପୂର୍ବରୁ ତାଙ୍କ ନାଁରେ ଅନ୍ୟାନ୍ୟ ଅଭିଯୋଗ ରହିଥିଲା । କାର୍ଯ୍ୟରେ ଅବହେଳା ହେତୁ ନିଲମ୍ବିତ କରାଯାଇଥିବା ଜଗତସିଂହପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।You Can Read:ସହରାଞ୍ଚଳ ଟ୍ରାଫିକ୍ ସମସ୍ୟା ଦୂର ପାଇଁ ନିର୍ମାଣ ହେବ ଅଧିକ ନୂଆ ଓଭରବ୍ରିଜ୍ : ନଗର ଉନ୍ନୟନ ମନ୍ତ୍ରୀ

ଯୋଗାଣ ନିରୀକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଜଗତସିଂହପୁର ୧୨।୧: ଯୋଗାଣ ନିରୀକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପାରାଦୀପ ପୌର ପରିଷଦରେ ଯୋଗାଣ ନିରୀକ୍ଷକ ଭାବରେ କାମ କରୁଥିଲେ ଅଲିଭା ଦାଶ । ଶନିବାର ଜଗତସିଂହପୁର ଠାରେ ସଦଭାବନା ଗୃହରେ ସମୀକ୍ଷା ବୈଠକରେ ଅନୁପସ୍ଥିତ ରହିବା ଓ ପୂର୍ବରୁ ତାଙ୍କ ନାଁରେ ଅନ୍ୟାନ୍ୟ ଅଭିଯୋଗ ରହିଥିଲା । କାର୍ଯ୍ୟରେ ଅବହେଳା ହେତୁ ନିଲମ୍ବିତ କରାଯାଇଥିବା ଜଗତସିଂହପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

You Can Read:

ସହରାଞ୍ଚଳ ଟ୍ରାଫିକ୍ ସମସ୍ୟା ଦୂର ପାଇଁ ନିର୍ମାଣ ହେବ ଅଧିକ ନୂଆ ଓଭରବ୍ରିଜ୍ : ନଗର ଉନ୍ନୟନ ମନ୍ତ୍ରୀ